Category: ନୂଆଦିଲ୍ଲୀ

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

ହାଇଦ୍ରାବାଦ:୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍ । ଏହି ପ୍ରତିଯୋଗିତାରେ…

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍.ପାକ୍ ଛାଡି, ଭାରତ.ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ…

‘ନାରୀଶକ୍ତିକୁ ଚାଲେଞ୍ଜ କରି ବିନାଶକୁ ଡାକିଛନ୍ତି ଆତଙ୍କବାଦୀ’: ଭୋପାଳରେ ରଣହୁଙ୍କାର ଦେଲେ ମୋଦି

ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ…

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।…

ପାକିସ୍ତାନ ସହ ଆଲୋଚନା ପାଇଁ ଭାରତର ସର୍ତ୍ତ,ବୈଦେଶିକ ମନ୍ତ୍ରାଳୟ କହିଲା….

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ଆମେରିକାର ଦାବିକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନେକ ଥର ପ୍ରତ୍ୟାଖ୍ୟାନ କରିଛି। ହେଲେ ଏହା ପରେ ବି, ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ନିଜକୁ ଶ୍ରେୟ ଦେବାରେ ଲାଗି ପଡିଛନ୍ତି। ଭାରତ…

ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ: ୩୬ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ଅବିନାଶ

ନୂଆଦିଲ୍ଲୀ:ଗୁରୁବାର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଜାତୀୟ ରେକର୍ଡଧାରୀ ଅବିନାଶ ସାବଲେ ତାଙ୍କ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୩୬ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟରେ ୩୦୦୦ ମିଟର ଷ୍ଟିପଲଚେଜ୍ ବର୍ଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ…

କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର; ଦେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ମାନ୍ୟତା ପାଇଁ କଲେ ଅନୁରୋଧ

ଭୂବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ…

ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD)ର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଢିଣ୍ଡସାଙ୍କର ପରଲୋକ ଘଟିଛି । ବୁଧବାର ସନ୍ଧ୍ୟାରେ ମୋହାଲିରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।…

ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକ୍ ପ୍ରଧାନମନ୍ତ୍ରୀ, ପହଲଗାମ ପ୍ରସଙ୍ଗ ଉପରେ ଭାରତ ସହ କରିବେ ଆଲୋଚନା !

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ। ଭାଙ୍ଗିଗଲା ପାକିସ୍ତାନର ସବୁ ଗର୍ବ ଆଉ ଦମ୍ଭ। ହଁ ଭାଙ୍ଗିବନି ବା କେମିତି। ଆଉ କେତେଦିନ ବା ପାଣି ପାଇଁ ଡ଼ହଳବିକଳ ହେବ। ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଗଲା ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଭାରତ-ବାଂଲା ସୀମାରେ ଉତ୍ତେଜନା: ମୁହାଁମୁହିଁ ହୋଇଗଲେ…..

ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF) ଏବଂ…