Category: ନୂଆଦିଲ୍ଲୀ

ଭାରତୀୟ ଦୂତାବାସ ଅଧିକାରୀଙ୍କୁ ବହିଷ୍କାର କଲା ପାକିସ୍ତାନ

ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍‌ ସରକାର। ଭାରତର କାର୍ଯ୍ୟାନୁଷ୍ଠାନର ବିରୋଧରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି…

ଭାରତର ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ବାସବରାଜ ମୃତ, ୨୦୨୬ ସୁଦ୍ଧା ମାଓବାଦୀ ମୁକ୍ତ ଭାରତ ପାଇଁ ସେନାର ଲକ୍ଷ୍ୟ

ଗତକାଲି ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୩୦ ମାଓବାଦୀ ନିହତ ହୋଇଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ…

ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍.ରେଞ୍ଜରେ ପୂରା ଦୁନିଆ

ନୂଆଦିଲ୍ଲୀ: ଆମେରିକା ଏୟାରସ୍ପେସ୍ ହେବ ଅଭେଦ୍ୟ । ପ୍ରସ୍ତୁତ ହେବାକୁ ଯାଉଛି ଗୋଲଡେନ୍ ଡୋମ୍ । ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ କରିବ ନଷ୍ଟ । ରେଞ୍ଜରେ ପୂରା ଦୁନିଆ । ଆମେରିକା ତିଆରି କରିବ ବିଶ୍ବର ସବୁଠୁ ଶକ୍ତିଶାଳୀ…

ତୁର୍କୀକୁ ନିଜର ସୀମା ଦେଖାଇଲା ଭାରତ, କେବେ ଭାବିନଥିବ ଏମିତି କରିପାରେ ମୋଦି ସରକାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ତୁର୍କୀ ଶତ୍ରୁଦେଶକୁ ଖୋଲାଖୋଲି ସମର୍ଥନ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ବ୍ୟବସାୟୀ, ଗ୍ରାହକ ଓ କମ୍ପାନୀଗୁଡ଼ିକ ତୁର୍କୀର ବିଭିନ୍ନ ଉତ୍ପାଦକୁ ବୟକଟ ବା ବର୍ଜନ କରିବା ଆରମ୍ଭ କରିଛନ୍ତି।…

ଦେଶରେ ୮ କୋଟି ଟ୍ରାଫିକ୍ ଚାଲାଣରେ ଆଦାୟ ହୋଇଛି ୧୨,୦୦୦ କୋଟି ଟଙ୍କାରୁ ଅଧିକ ଜରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ, ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିରନ୍ତର ନୂତନ ନିୟମ ଏବଂ ଆଇନ କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଯେପରି ଟ୍ରାଫିକ୍ ନିୟମ ଭଙ୍ଗ ନ କରନ୍ତି, ସେଥିପାଇଁ ଟ୍ରାଫିକ୍ ଜରିମାନା…

ଏଣିକି ସାବାଡ ହେବେ ସାଇବର ଅପରାଧୀ; ରୁଜୁ ହେବ ଇ-ଜିରୋ ଏଫଆଇଆର

ନୂଆଦିଲ୍ଲୀ: ଏଣିକି ସାବାଡ ହେବେ ସାଇବର ଅପରାଧୀ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର…

ଭାରତ-ପାକିସ୍ତାନ ସୀମାରେ ରିଟ୍ରିଟ୍ ସେରିମୋନି ଆରମ୍ଭ, ଜୟ ହିନ୍ଦ୍ ନାରାରେ କମ୍ପିଲା ପରିବେଶ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ଅମୃତସରର ଅଟାରୀ-ୱାଘା ସୀମାରେ ରିଟ୍ରିଟ୍ ସେରିମୋନିକୁ ବନ୍ଦ କରିଦିଆଯାଇଥିଲା। ତେବେ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହେବା ପରେ…

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ

ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି।…

ୱେବସାଇଟ୍ ହ୍ୟାକ୍ ସହ ଦେଶ ବିରୋଧୀ ବାର୍ତ୍ତା ପ୍ରସାର କରିବା ଅଭିଯୋଗରେ ୨ଗିରଫ

ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତୀୟ ୱେବସାଇଟ୍ ହ୍ୟାକ୍ କରିବା ଏବଂ ଭାରତ ବିରୋଧୀ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ ଗୁଜୁରାଟ ATS ଜଣେ ନାବାଳକ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜସିମ ଶାହନୱାଜ ଅନସାରି (୧୮) ଏବଂ…

ପୁଣି ଫେରିଲା କୋଭିଡ୍ ଡର, ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍‌ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ…