Category: ନୂଆଦିଲ୍ଲୀ

ଭାରତ ବିରୁଦ୍ଧରେ ତୁର୍କୀ ଡ୍ରୋନ ସହ ସାମରିକ ସହାୟତା ପଠାଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ପାକିସ୍ତାନକୁ ସମର୍ଥନ କରିଛି ତୁର୍କୀ । ଭାରତରେ ‘ବୟକଟ୍ ତୁର୍କୀ’ର ଦାବି ବଢ଼ିବାରେ ଲାଗିଛି। ସୂତ୍ର ଅନୁସାରେ ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ନଥିଲା, ବରଂ ଏହି ଆକ୍ରମଣରେ ତୁର୍କୀ ସାମରିକ ଅପରେଟରମାନେ ମଧ୍ୟ…

ଇ-କମର୍ସ କମ୍ପାନୀକୁ ନିର୍ଦ୍ଦେଶ;ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ…

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର…

ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟବୈଠକରେ ଦେଶର ପଶ୍ଚିମାଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ, ସ୍ଥଳସେନା…

ମୁମ୍ବାଇକୁ ବୋମାରେ ଉଡାଇବାକୁ ଧମକ

ମୁମ୍ବାଇକୁ ପୁଣି ଉଡେଇବାକୁ ଧମକ । ଇମେଲ ମାଧ୍ୟମରେ ମାୟାନଗରୀକୁ ଉଡେଇବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ଏକ ଇମେଲ୍ ପଠାଇଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସହରରେ ଏକ ବଡ଼…

ପାକିସ୍ତାନ ହାଇକମିଶନର ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ସରକାର ଆକ୍ସନ ନେଇଛନ୍ତି । ଭାରତ ସରକାର ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ‘ପର୍ସୋନା ନନ୍ ଗ୍ରାଟା persona non grata’ ଘୋଷଣା କରିଛନ୍ତି। ଏପରି ଅବାଞ୍ଛିତ ଘୋଷିତ ଯେକୌଣସି ବ୍ୟକ୍ତିଙ୍କୁ…

ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବନ୍ଦ ଥିବା ୩୨ଟି ବିମାନବନ୍ଦରେ ପୁଣି ଉଡାଣ ଆରମ୍ଭ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦର ଏବେ ଖୋଲାଯାଇଛି । ୫ ଦିନ ପରେ, ଏହି ବିମାନବନ୍ଦରଗୁଡ଼ିକରୁ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏକ ପ୍ରେସ୍ ବିଜ୍ଞପ୍ତି…

ଆଇପିଏଲ ୨୦୨୫ର ବାକି ମ୍ୟାଚ: ମେ ୧୭ରୁ ୬ଟି ସହରରେ ଖେଳାଯିବ

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା…

୮୫ IPS ଅଫିସରଙ୍କୁ ମିଳିଲା କେନ୍ଦ୍ରୀୟ IG ରାଙ୍କ୍‌, ଓଡିଶାରୁ ୨

୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ । ୧୯୯୮ରୁ ୨୦୦୭ ବ୍ୟାଚ୍ ମଧ୍ୟରେ ୮୫ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ IG ରାଙ୍କ। ଓଡିଶାରୁ ସ୍ଥାନ ପାଇଲେ ଆଇପିଏସ୍ ରାଜେଶ କୁମାର, ଆଇପିଏସ୍ ଅନୁପ ସାହୁ । ଅନୁପ ହେଉଛନ୍ତି ୨୦୦୪…

ବିଜେପି କରିବ ଦେଶବ୍ୟାପି ତ୍ରିରଙ୍ଗା ଯାତ୍ରା

ଅପରେଶନ୍ ସିନ୍ଦୂରର ସଫଳତା ନେଇ ଭାଜପା କରିବ ତ୍ରିରଙ୍ଗା ଯାତ୍ରା । ଦେଶବ୍ୟାପୀ ଏହି ଯାତ୍ରା କରାଯିବ । ଆଜି ଠାରୁ ଦେଶବ୍ୟାପୀ ତ୍ରିରଙ୍ଗାଯାତ୍ରା ଆରମ୍ଭ କରାଯିବ । ତ୍ରିରଙ୍ଗା ଯାତ୍ରା ସାରା ଦେଶରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।…