ଗ୍ୱାଲିୟରରେ ହୃଦୟବିଦାରକ ଦୁର୍ଘଟଣା: ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ; ୩୩ ଆହତ
ଗ୍ୱାଲିୟରରେ ହୃଦୟବିଦାରକ ଦୁର୍ଘଟଣା: ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ; ୩୩ ଆହତ ଗ୍ୱାଲିୟର, ୧୮ ଅକ୍ଟୋବର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଛି ଏକ ଛାତିଥରା ଦୁର୍ଘଟଣା। ଶୀତଲା ମାତା ମନ୍ଦିର ରାସ୍ତାରେ ଶ୍ରଦ୍ଧାଳୁଙ୍କ ଉପରେ ଦ୍ରୁତଗତିରେ ମାଡ଼ିଯାଇଛି ଏକ ଟ୍ରକ୍।…
