Category: ଭୁବନେଶ୍ବର

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷିତ ଅନୁଗୋଳ ଜିଲ୍ଲା ପାଇଁ ଅଶୋକ ମହାନ୍ତି

ଭୁବନେଶ୍ଵର:ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର ।…

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡିଆ ଭାଇ…

ଆଜିର ରାଶିଫଳ: ୧ ଏପ୍ରିଲ ୨୦୨୬

ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆଜି (୧ ଏପ୍ରିଲ ୨୦୨୬, ବୁଧବାର) ର ରାଶିଫଳ: ୧. ମେଷ ରାଶି (Aries) ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ୨. ବୃଷ ରାଶି (Taurus) ପାରିବାରିକ ସୁଖଶାନ୍ତି…

ଅପ୍ରେଲ ୨ ତାରିଖରେ ରାଜରାସ୍ତାରେ ପ୍ରଦେଶ ଯୁବ କଂଗ୍ରେସର “ଯୁବକ୍ରାନ୍ତି ସମାବେଶ”

ଭୁବନେଶ୍ୱର: ବିଜେପି ସରକାରର ଜନତାଙ୍କ ଉପରେ ହେଉଥିବା ଅତ୍ୟାଚର ବିରୁଦ୍ଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବିାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର ସରକାରଙ୍କର ବେନିଅମ କାର୍ଯ୍ୟକଳାପ ଏବଂ ନୀତିକୁ…

ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମିଳିତ ବିରୋଧୀ ଦଳର ଦାବି

ଭୁବନେଶ୍ୱର: ମିଳିତ ବିରୋଧୀ ଦଳର ଏକ ୪୯ ଜଣିଆ ପ୍ରତିନିଧି ଦଳ ଲୋକଭବନ ରେ ଓଡ଼ିଶାର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କଟକ ବଡ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କ ବିରୋଧ…

ଓଡିଶାରେ ହେବାକୁ ଥିବା ଏସଆଇଆର ସ୍ଥଗିତ

ଭୁବନେଶ୍ୱର: ଏସାଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା ଏସାଇଆରକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି।ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏସାଇଆର ସ୍ଥଗିତ ନେଇ ନିଷ୍ପତ୍ତି…

ପ୍ରଥମ ଥର ନବୋଦୟ ପାଇଲେ ସର୍ବେ ସରକାରୀ ସ୍କୁଲ ର ଛାତ୍ର

ପ୍ରଥମ ଥର ନବୋଦୟ ପାଇଲେ ସର୍ବେ ସରକାରୀ ସ୍କୁଲ ର ଛାତ୍ର ଜମନକିରା ବ୍ଳକ ଅନ୍ତର୍ଗତ କେନାଢିପା ପଂଚାୟତ ର ସର୍ବେ ପ୍ରାଥମିକ ବିଦ୍ୟାଳୟ ଛାତ୍ର କ୍ରିଷ୍ଣା ସେଠ (୧୧) ସ୍କୁଲ ଇତିହାସ ରେ ପ୍ରଥମ କରି ନବୋଦୟ ପାଇଛନ୍ତି ।…

ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ଘଡାଇଙ୍କ ନିନ୍ଦା

ଭୁବନେଶ୍ୱର: କଳିଙ୍ଗର ବରପୁତ୍ର, ଖାରବେଳଙ୍କ ସୁଯୋଗ୍ୟ ଦାୟାଦ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଅଦ୍ୱିତୀୟ ପ୍ରବାଦ ପୁରୁଷ, ବିଜୁ ବାବୁଙ୍କ ପ୍ରତି ଝାଡଖଣ୍ଡର ବିଜେପି ସାଂସଦ ଶ୍ରୀ ନିଶିକାନ୍ତ ଧ୍ରୁବେ ଦେଇଥିବା ଅସମ୍ମାନ ଏବଂ ଅସୂୟା ସୂଚକ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ତଥା…

ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।…

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) – ୨.୦ କାର୍ଯ୍ୟାଦେଶ ସମାରୋହରେ ଯୋଗଦେଇ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ…