ଆସିବ ନୂଆ ଜମି ପଟ୍ଟା, କ୍ୟୁଆର୍ କୋଡ୍ ସ୍କାନ୍ କଲେ ବାହାରିବ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ
କମିବ ଜମି କିଣାବିକା ଠକେଇ। ମାଲିକାନାରେ ଆସିବ ସ୍ବଚ୍ଛତା। ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍।…
