Category: ଭୁବନେଶ୍ବର

ବିଶେଷ ରିପୋର୍ଟ: ଦୁର୍ନୀତି ନିବାରଣ ଆଇନର ‘ଧାରା 17A’ – ସୁରକ୍ଷା କବଚ ନା ତଦନ୍ତରେ ବାଧା?

ନୂଆଦିଲ୍ଲୀ / ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ଦେଶର ନ୍ୟାୟିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ‘ଦୁର୍ନୀତି ନିବାରଣ ଆଇନ (Prevention of Corruption Act)’ ର ଧାରା 17A କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ…

ସ୍ୱତନ୍ତ୍ର ରିପୋର୍ଟ: ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ପର୍ବ ‘ମକର ସଂକ୍ରାନ୍ତି’

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ସୌର କ୍ୟାଲେଣ୍ଡର ଅନୁଯାୟୀ, ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବା ସହ ଆରମ୍ଭ ହୋଇଛି ଶୁଭ ‘ଉତ୍ତରାୟଣ’ ଗତି। ଭାରତୀୟ ସଂସ୍କୃତିରେ ଏହି ଦିନଟିର ମହତ୍ତ୍ୱ ଅତ୍ୟନ୍ତ ଗଭୀର, ଯାହା…

ଆଜିର ରାଶିଫଳ: ମକର ସଂକ୍ରାନ୍ତି

ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ବୁଧବାର, ୧୪ ଜାନୁଆରୀ ୨୦୨୬, ମକର ସଂକ୍ରାନ୍ତିର ଶୁଭ ଅବସରରେ ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ଆଜିର ଦିନଟି। ♈ ମେଷ (Aries)ଆଜି ଆପଣଙ୍କ ପାଇଁ ଦିନଟି ସଫଳତାପୂର୍ଣ୍ଣ ରହିବ।…

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ…

ଆଜି ହେଉଛି ପବିତ୍ର ଆଧ୍ୟାତ୍ମିକ ମକର ସଂକ୍ରାନ୍ତି

ଭୁବନେଶ୍ବର: ହିନ୍ଦୁମାନଙ୍କର ଅନ୍ୟ ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି।…

ଭଙ୍ଗା ଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ -ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ଭଙ୍ଗାଯିବ ନଅ ତାଲା । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ…

ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

ଭୁବନେଶ୍ୱର, ୧୩/୦୧ : ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ରୁଜୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ…

ବଢିବ ବିଧାନସଭା ସିଟ୍‌ : ବସି ପାରିବେ ୩୦୦ ସଦସ୍ୟ

ଖୁବଶିଘ୍ର ବଢିପାରେ ବିଧାନସଭା ସିଟ ସଂଖ୍ୟା । ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ । ଏବେ ୧୪୭ଟି ଅଛି ଯାହାକୁ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୂଜ ପାଇଁ ଆଜିର ରାଶିଫଳକୁ ଏକ ସହଜ ପଢ଼ାଯୋଗ୍ୟ ଟେକ୍ସଟ୍ (Text) ଆକାରରେ ନିମ୍ନରେ ପ୍ରସ୍ତୁତ କରାଗଲା:ଜାଗ୍ରତ ଭାରତ ନ୍ୟୂଜ: ଆଜିର ରାଶିଫଳ ତାରିଖ: ୧୩ ଜାନୁଆରୀ ୨୦୨୬, ମଙ୍ଗଳବାର ୧. ମେଷ ରାଶି: ଆଜି କର୍ମକ୍ଷେତ୍ରରେ ସଫଳତା…

ଲୋକସେବା ଭବନରେ ଶୁଭାରମ୍ଭ ହେଲା ଜାତୀୟ ସଡ଼କ ସୁରକ୍ଷା ମାସ, ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ପରିପ୍ରେକ୍ଷୀରେ ୧୪ଟି ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୦ଟି ଜିଲାରେ ମୋଟ୍‌ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ବସ୍‌୍‌ଷ୍ଟାଣ୍ଡ ନିର୍ମାଣ ହେବ।…