Category: ଭୁବନେଶ୍ବର

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା, ଜନଗଣନା ନିର୍ଦ୍ଦେଶକ

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା । ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା । ୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ।…

କଲବଲ କରିବ ଥଣ୍ଡା; ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ

ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୩ରୁ ୪ ଦିନ…

ଆଜିର ରାଶିଫଳ (୭ ଜାନୁଆରୀ ୨୦୨୬)

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ୭ ଜାନୁଆରୀ ୨୦୨୬, ବୁଧବାର ପାଇଁ ଆପଣଙ୍କର ରାଶିଫଳ ନିମ୍ନରେ ପ୍ରଦାନ କରାଗଲା:📅 ଆଜିର ରାଶିଫଳ (୭ ଜାନୁଆରୀ ୨୦୨୬) ♈ ମେଷ (Aries)ଆଜି ଦିନଟି ଆପଣଙ୍କ ପାଇଁ…

ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର, ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି…

ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷର ପ୍ରଥମ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ୧୬ଶ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ…

ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍

ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ । ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର…

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ , କହିଲେ VB G RAM G ବିଲ୍‌ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ

ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ । VB G RAM G ବିଲ୍‌ର ଉପକାରିତା ନେଇ ଦେଲେ ସୂଚନା । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଆଜିର ରାଶିଫଳ (Daily Horoscope)

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ମଙ୍ଗଳବାର, ୬ ଜାନୁଆରୀ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ଦିଆଗଲା।ଆଜିର ରାଶିଫଳ (Daily Horoscope) ମେଷ (Aries):ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା…

ବିଏମ୍‌ସି ଆଦାୟ କରିବ ୟୁଜର ଫି

ବିଏମ୍‌ସି ଆଦାୟ କରିବ ୟୁଜର ଫି ଭୁବନେଶ୍ବର: ଘର, ହୋଟେଲ, ସପିଂ ମଲ୍‌, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର ଫି। ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ ଭୁବନେଶ୍ବର ମହାନଗର ନିଗମ (ବି ଏମ୍ ସି)।…

ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଚଳାଇବେ ଆମ ବସ୍‌: ଉଷା ପାଢ଼ୀ

ଭୁବନେଶ୍ୱର – ଆମ ବସ୍‌ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ…