Category: ଭୁବନେଶ୍ବର

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ ।ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ…

ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଖୋଳତାଡ ଆରମ୍ଭ

ଜାଗ୍ରତ ଭାରତ ନ୍ୟୁଜ୍‌ର ଜଣେ ଦାୟିତ୍ୱବାନ ପ୍ରତିନିଧି ଭାବରେ, ପୂର୍ବତନ ଆଇଏଏସ (IAS) ଅଧିକାରୀ ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ସନ୍ତୁଳିତ ଏବଂ ବିଶ୍ଳେଷଣାତ୍ମକ ରିପୋର୍ଟ ନିମ୍ନରେ ପ୍ରସ୍ତୁତ କରାଗଲା। ବିଶେଷ ଉପସ୍ଥାପନା: ପାଣ୍ଡିଆନଙ୍କ ଉପରେ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍) କାର୍ଯ୍ୟକାରିତାର…

ଆରମ୍ଭ ହେଲା ଭୁବନେଶ୍ବର ପଥ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ବର୍ଷର ପ୍ରଥମ ରବିବାରରେ ଆରମ୍ଭ ହୋଇଛି ଭୁବନେଶ୍ବର ପଥ ଉତ୍ସବ। ରାଜଧାନୀବାସୀଙ୍କୁ ବିଭିନ୍ନ ପ୍ରକାରର ମନୋରଂଜନ ଯୋଗାଇ ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହା ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜନ କରାଯାଇଛି।…

ନୂଆରୂପ ପାଇବ ଲୋକସେବା ଭବନ, ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ଅଟକଳ

ଭୁବନେଶ୍ବର: ନୂଆରୂପ ପାଇବ ଲୋକସେବା ଭବନ। ଏହାର ପୁନର୍ବିନ୍ୟାସ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ଚଳିତବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଲୋକସେବା ଭବନର ପୁନର୍ବିନ୍ୟାସ କାମ ଆରମ୍ଭ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।…

ଜାନୁଆରୀ ୧୨ ରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର: “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ…

ଆଜିର ରାଶିଫଳ

ଆଜି ସୋମବାର, ୫ ଜାନୁଆରୀ ୨୦୨୬ । ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକଙ୍କ ପାଇଁ ଆଜିର ଦିନଟି କିପରି କଟିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ମେଷ (Aries)ଆଜି ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ସଫଳତାର ଦିନ । ପୁରୁଣା…

ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ*

ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି l ସେହି ଲୋକପ୍ରିୟତା ହାସଲ ଆଶାରେ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର…

ପ୍ରତି ଏନଏସିକୁ ପରିମଳ, ଆଲୋକୀକରଣ ଏବଂ ସଫେଇ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କା ଲେଖାଏଁ ଘୋଷଣା

ଓଡ଼ିଶାର ସହରଗୁଡିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ୩୧ ଡିସେମ୍ବର ୨୦୨୫ରେ ନୂଆ ୪ଟି ବିଜ୍ଞାପିତ ଅଞ୍ଚଳକୁ ମିଶାଇ ସମୁଦାୟ ୨୮ଟି ଏନ୍‌ଏସି ମାନ୍ୟତା ପାଇଛି । ସବୁଥିରେ ନୂତନ କାର୍ଯ୍ୟାଳୟ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସୁପ୍ରଭାତ। ଆଜି ରବିବାର, ୪ ଜାନୁଆରୀ ୨୦୨୬। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି ପାଇଁ ଦିନଟି କିପରି ରହିବ। ୧. ମେଷ (Aries)ଫଳାଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଶୁଭ…