Category: ଭୁବନେଶ୍ବର

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ମଙ୍ଗଳବାର, ୩୦ ଡିସେମ୍ବର ୨୦୨୫। ଆସନ୍ତୁ ଜାଣିବା ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ। ୧. ମେଷ (Aries)ଫଳାଫଳ: ଆଜି କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼…

ଏସଆଇ କେଳେଙ୍କାରୀ ମମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ କଲା ସି ବି ଆଇ

ଭୁବନେଶ୍ୱର : ପୋଲିସ ଏସଆଇ କେଳେଙ୍କାରୀ ମମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ CBI । ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ, ସୌମ୍ୟା ପ୍ରିୟଦର୍ଶିନୀ ସାମଲ, ରିଙ୍କୁ…

ଜିରୋ ନାଇଟ୍ ସେଲେବ୍ରେଶନ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ – ଡିସିପି

କଟକ / ଭୁବନେଶ୍ୱର -କଟକ ଓ ଭୁବନେଶ୍ୱର କମିଶନର ପୁଲିସ ପକ୍ଷରୁ 0 ନାଇଟ ପାଳନ ପାଇଁ ଏବେ ଠାରୁ ଆମର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି, ଗତ କାଲି ଆମେ 20 ରୁ ଉର୍ଦ୍ଧ ଦୁଇ ଚକିଆ ଯାନ ଜବତ କରିଛୁ,…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଡିସେମ୍ବର ୩୧ ରେ ଦକ୍ଷୀଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ସୋମବାର, ୨୯ ଡିସେମ୍ବର ୨୦୨୫ ର ରାଶିଫଳ ଏଠାରେ ଉପଲବ୍ଧ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ସୋମବାର, ୨୯ ଡିସେମ୍ବର ୨୦୨୫ ର ରାଶିଫଳ ଏଠାରେ ଉପଲବ୍ଧ: ୧. ମେଷ ରାଶିରାଶିଫଳ: ଆଜି ଆପଣଙ୍କ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି।ଶୁଭ ରଙ୍ଗ:…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି ଭୁବନେଶ୍ୱର/କେନ୍ଦୁଝର : ଓଡ଼ିଶାର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ନମସ୍କାର। ଆଜି ରବିବାର, ୨୮ ଡିସେମ୍ବର ୨୦୨୫। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି ପାଇଁ ଦିନଟି କିପରି ରହିବ: ୧. ମେଷ (Aries)ଆଜି ଆପଣଙ୍କ ପାଇଁ ଶୁଭ ଦିନ। କର୍ମକ୍ଷେତ୍ରରେ ସଫଳତା ପାଇବେ।…

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବା MBS

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ଏଣିକି ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍‌ ରେ ଯାତ୍ରା କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା…

ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ

ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନ ରପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନରେ ଜ୍ଞାନେଶ କୁମାର। ଜ୍ଞାନେଶଙ୍କୁ ସ୍ୱାଗତ କଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା…

ଆଜି ଓଡ଼ିଶା ଆସିବେ ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର

ଭୁବନେଶ୍ବର : ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ…