ନଭେମ୍ବର ୫ରେ ଲୋକାର୍ପିତ ହେବ ‘ବାଲିଯାତ୍ରା*
ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ସାଧବପୁଅ ମାନଙ୍କର ସ୍ବର୍ଣ୍ଣିମ ଇତିହାସର ଏକ ମାର୍ମିକ ନାଟ୍ୟାଭିନୟ ହେଉଛି ‘ବାଲିଯାତ୍ରା’ ।ଏହାର ପରିକଳ୍ପନା, ବିଷୟବସ୍ତୁ, ଗୀତ ରଚନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ଵ ନିଜେ ଗୁରୁଜୀ ଚନ୍ଦ୍ରଭାନୁଶତପଥୀ ବହନ କରିଛନ୍ତି। ଏହିନାଟ୍ୟାୟନକୁ ଦେଶବିଦେଶରେ ପହଞ୍ଚାଇବା…
