ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ଜ୍ଞାନୋଦୟ ଯୋଜନା ଲାଗୁହେବା ପରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ସଂଖ୍ୟା ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାରେ ନାମଲେଖା ପ୍ରତିଶତ ସର୍ବାଧିକ କଳାହାଣ୍ଡି ଜିଲ୍ଲାରେ ୯୯.୦୯%, କୋରାପୁଟ ଜିଲ୍ଲାରେ ୯୮.୮୨%, ବଲାଙ୍ଗୀର ଜିଲ୍ଲାରେ ୯୫.୫୭%, ମାଲକାନଗିରି ଜିଲ୍ଲାରେ ୯୫.୩୭%…
