Category: ଭୁବନେଶ୍ବର

ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୂବନେଶ୍ୱର: ୨୦୨୫ ମସିହା ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ…

ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ଼

ଭୂବନେଶ୍ୱର, ୨୧/୧୨ : ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୪ ମାସ ମଧ୍ୟରେ ୧,୭୭,୦୬୮ଜଣ ଭୂତ ରାସନ୍‍କାର୍ଡଧାରୀ ଚିହ୍ନଟ ହେଲେଣି। ଏହି ପ୍ରକ୍ରିୟା…

୩୭୮ ଗ୍ରାମର ହେରୋଇନ୍ ଜବତ : ୩ ଗିରଫ

ଭୂବନେଶ୍ୱର, ୨୧/୧୨ : ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ ମାରୁତି ସୁଜୁକି କାର୍‌ରୁ ୩୭୮ ଗ୍ରାମର ହେରୋଇନ୍ ଜବତ କରଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ନିମାପଡ଼ା ବାଇପାସ୍ ଛକରେ ଜିଲ୍ଲା ମୋବାଇଲ୍…

ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର

ଭୂବନେଶ୍ୱର, ୨୧/୧୨ : ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ ଓ ଅଵସରକାଳୀନ ସହାୟତା ପାଇଁ…

ରାଜ୍ୟରେ ଆଜିଠୁ କମିବ ବର୍ଷା : ବଢ଼ିବ ଶୀତ

ଭୂବନେଶ୍ଵର : ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଗୋପାଳପୁର ଠାରୁ ୫୯୦ କିଲୋମିଟର ଦୂର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସ୍ଥିର ଅଛି । ଫଳରେ ରାଜ୍ୟରେ ବର୍ଷା କମିବ । ବଢିବ ଶୀତ । ଆଜି ଦକ୍ଷିଣ…

ସରକାରୀ ମେଡିକାଲ୍‌ କଲେଜରେ ବଢ଼ିବ ୨୦୦ ସିଟ୍ : ଓଡ଼ିଶା ପିଲାଙ୍କ ପାଇଁ ୮୫%

ଭୂବନେଶ୍ୱର,୨୨/୧୨: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟରେ ଥିବା ସରକାରୀ ମେଡିକାଲ୍‌ କଲେଜଗୁଡିକର ଏମବିବିଏସ୍‌ ସିଟ୍‌ ସଂଖ୍ୟା ଆଉ ୨୦୦ ବଢ଼ିବ । ଅର୍ଥାତ୍‌ ୨୦୨୫-୨୬ ଶିକ୍ଷାବର୍ଷରୁ ୨ ସରକାରୀ ମେଡିକାଲ କଲେଜ…

ଆସନ୍ତା ୨୮ରୁ ହକି ଇଣ୍ଡିଆ ଲିଗ୍; ବେଦାନ୍ତ କଳିଙ୍ଗ ଲାନସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୂବନେଶ୍ୱର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଏନେଇ ହକି ଇଣ୍ଡିଆ ଲିଗ୍‌ ର ଭୁବନେଶ୍ବର ଭିତ୍ତିକ ଦଳ ‘ବେଦାନ୍ତ କଳିଙ୍ଗ ଲାନସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି…

ବଲିଉଡ୍ ତାରକାଙ୍କ ଦମଦାର ପ୍ରଦର୍ଶନରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୂବନେଶ୍ୱର: ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଣ୍ଡିଆ ଲିଗ୍ (ଏଚଆଇଏଲ୍) ୨୦୨୪-୨୫ ଓପନିଂ ମ୍ୟାଚ୍ ଉଦଘାଟନୀ ଉତ୍ସବରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ‘ଭାରତୀୟ ହକି କା ଜଶନ୍’ ଥିମ୍ ରେ ଗ୍ରାଣ୍ଡ ସେଲିବ୍ରେସନ…

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୂବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ ‘ପ୍ରବନ୍ଧ’ ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। ‘ଭୂତି ଭକ୍ତି ବିଭୂତି’କୁ…

ବିନା ଅନୁମତିରେ ମନା ଜିରୋ ନାଇଟ ସେଲିବ୍ରେସନ୍

ଭୂବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଲେଣି ଯୁବବର୍ଗ । ହେଲେ ଏହାକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା ଜାରି…