Category: ଭୁବନେଶ୍ବର

ଆସନ୍ତା ୬ରେ ବିଜେପିରେ ସାମିଲ ହେବେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୂବନେଶ୍ୱର, ୦୨/୧୧ : ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆସନ୍ତା ୬ ତାରିଖରେ ବିଜେପିରେ ସାମିଲ ହେବେ । ଏହି ଦିନ ପୂର୍ବାହ୍ନରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ସୁନନ୍ଦା ପଦ୍ମ ଧରିବେ । ବିଜେଡି ଛାଡିବା…

ଓୟୋ ହୋଟେଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୪ ଗିରଫ

ଭୂବନେଶ୍ୱର, ୦୨/୧୧ : ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକ ଓୟୋ ହୋଟେଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ । ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ପୀଡ଼ିତା ଓ ତାଙ୍କ…

ଓଲଟିଲା ମଦ ବୋଝେଇ ମିନି ଟ୍ରକ : ଅଳ୍ପକେ ବର୍ତିଲେ ଡ୍ରାଇଭର

ଭୂବନେଶ୍ୱର, ୦୨/୧୧ : ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ । ଅଳ୍ପକେ ବର୍ତିଲେ ଡ୍ରାଇଭର । ଆମ୍ବୁଲାନ୍ସ ସହ ମଦ ବୋଝେଇ ଟ୍ରକ ଧକା ହେବା ଫଳରେ ଓଲଟି ପଡିଛି ମିନି ଟ୍ରକ । ଖୋର୍ଦ୍ଧାର ଏକ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଚାଉଳ ଅଭାବରୁ ମୃତ୍ୟୁ ହୋଇନାହିଁ

କନ୍ଧମାଳ : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଆମ୍ବ ଟାକୁଆ ଜନିତ ମୃତ୍ୟୁ। ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ବିଜେପି ବିଜେଡ଼ିର ପ୍ରତିକ୍ରିୟା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଆମ୍ବ ଟାକୁଆ ଜନିତ ମୃତ୍ୟୁକୁ ବିଜେପି ଚପାଇ ଦେବାକୁ…

ନବୀନଙ୍କ ସୁରକ୍ଷା କମାଇବା ପ୍ରସଙ୍ଗରେ ଜୟନାରାୟଣଙ୍କ ପ୍ରତିକ୍ରିୟା: ସେମାନଙ୍କ ମନରେ ଭୟ ଅଛି

ଭୂବନେଶ୍ବର: ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ କରିବା ପ୍ରସଙ୍ଗରେ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ବଢିବାରେ ଲାଗିଛି। ଏପରିକି ଉଭୟ ବିଜେଡ଼ି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ। ନବୀନଙ୍କ ସୁରକ୍ଷା ବ୍ୟବସ୍ଥା…

ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୂବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା’ ହୋଇଛି ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ…

ନଭେମ୍ବର ଶେଷ ସୁଦ୍ଧା ଖାତାକୁ ଚଢିବ ସୁଭଦ୍ରା ଟଙ୍କା

ଭୂବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ…

ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’; କଟିଗଲା ହାତ

ଭୁବନେଶ୍ୱର, (୦୨/୧୧) : ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍‌’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଯୁବତୀଙ୍କ ବାମ…

ଓଡ଼ିଶା ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର୩୧ ଅକ୍ଟୋବର ୨୦୨୪ – କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା…

Run For Unity କୁ ପତକା ଦେଖାଇ ଶୁଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବୁଧବାର ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unity କୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ…