Category: ଅନୁଗୋଳ

୫ମାସ ନପୁରୁଣୁ ତାଳଚେର ଉପଜିଲ୍ଳାପାଳଙ୍କ ବଦଳି

୫ମାସ ନପୁରୁଣୁ ତାଳଚେର ଉପଜିଲ୍ଳାପାଳଙ୍କ ବଦଳିତାଳଚେର ୦୮/୦୯ ରାଜ୍ୟ ସରକାର ନଂ ୨୮୭୫୬ ନୋଟିଫିକେଶନ୍ ଅନୁଯାୟୀ ପ୍ରଜ୍ଞାନନ୍ଦନ ଗିରି ଆଇଏଏସ୍‌ଙ୍କୁ ତାଳଚେର ଉପଜିଲ୍ଳାପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ମାତ୍ର ୫ମାସ ନପୁରୁଣୁ ତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁଙ୍କୁ ଅନ୍ୟତ୍ର…

ବ୍ରାହ୍ମଣୀନଦୀକୁ ଗାଧୋଇବାକୁ ଯାଇ ନିଖୋଜ

ବ୍ରାହ୍ମଣୀନଦୀକୁ ଗାଧୋଇବାକୁ ଯାଇ ନିଖୋଜତାଳଚେର ୦୭/୦୯ ଗତକାଲି ରାତ୍ରି ୯ଟା ସମୟରେ ତାଳଚେର ପୌରପରିଷଦ ରେମୁଁଆ ଅଂଚଳର ବିିକେନ୍ଦ୍ର ଦ୍ୱିବେଦୀ (୫୪)ବ୍ରାହ୍ମଣୀନଦୀର ଜଗନ୍ନାଥ ତୁଠକୁ ଯାଇ ସେଠାରେ ପ୍ୟାଂଟ, ସାର୍ଟ, ଚପଲ ରଖି ସେଠାରୁ କୁଆଡ଼େ ଗଲେ କାହାକୁ ବି ଜଣାନଥିବା…

ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ୧୦ବୁଲେଟ୍ ଜବତ୬୭ହଜାର ଫାଇନ ଆଦାୟ

ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ୧୦ବୁଲେଟ୍ ଜବତ୬୭ହଜାର ଫାଇନ ଆଦାୟତାଳଚେର ୦୮/୦୯ ଆଗକୁ ବାବା ଗଣପତିଙ୍କର ପୂଜାଉତ୍ସବ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଟାଳ ଶଦ୍ଦ କରୁଥିବା ବାଇକ ଗୁଡ଼ିକ ଟାର୍ଗେଟ କରି ଆଜି ତାଳଚେର କୋଲିୟରୀ ପୋଲିସ୍ ପକ୍ଷରୁ ଛକ,…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:-ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ଗୋପିଗୋଠୋ, ବାହାଲ ସାହି, କନ୍ଧ ସାହି, ର ଭକ୍ତପୁର, ନୂଆସାହି,ଅରା ହାଟ ବଉଳିଗୋଡ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ 🔮 ଆଜିର ରାଶିଫଳ — ୮ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଟିପ୍ପଣୀ: ଏହା ପାରମ୍ପରିକ ଜ୍ୟୋତିଷ ଆଧାରିତ ସାଧାରଣ ରାଶିଫଳ। ବ୍ୟକ୍ତିଗତ ଜନ୍ମକୁଣ୍ଡଳୀ ଅନୁସାରେ ଫଳ ଭିନ୍ନ ହୋଇପାରେ। ♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ…

ଯନ୍ତ୍ରଣାରେ କଳାହୀରା ସହର ତାଳଚେରବିକାଶର ମନ୍ତ୍ର ଦେଉନି କାମ , ଅବହେଳିତ, ଶୋଷିତ, ନିରୁପାୟ ତାଳଚେର ମାଟି!

ଯନ୍ତ୍ରଣାରେ କଳାହୀରା ସହର ତାଳଚେରବିକାଶର ମନ୍ତ୍ର ଦେଉନି କାମ , ଅବହେଳିତ, ଶୋଷିତ, ନିରୁପାୟ ତାଳଚେର ମାଟି!ତାଳଚେର, ୦୭/୦୯ ତାଳଚେର ମାଟି ତାର ପୂର୍ବ ପୁରୁଷର କି ଧର୍ମ କରିଥିଲା, ଯାହା ତାଳଚେର ମାଟିକୁ ଏକ ସୁନାର ମାଟିଭାବେ ମା’ଲକ୍ଷ୍ମିଙ୍କର ବରଦାନ…

ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ବାଇକ ଜବତ

ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ବାଇକ ଜବତତାଳଚେର ୦୭/୦୯ ଆଗକୁ ବାବା ଗଣପତିଙ୍କର ପୂଜାଉତ୍ସବ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଟାଳ ଶଦ୍ଦ କରୁଥିବା ବାଇକ ଗୁଡ଼ିକ ଟାର୍ଗେଟ କରି ଆଜି ତାଳଚେର ପୋଲିସ୍ ପକ୍ଷରୁ ଛକ, ମାର୍କେଟ, ରାଜପଥ ଓ…

ଗଣେଶପୂଜାର ପ୍ରସ୍ତୁତି ବୈଠକ: ଭସାଣୀରେ ଭାଗନେବେ ୩୪ମେଢ଼

ଗଣେଶପୂଜାର ପ୍ରସ୍ତୁତି ବୈଠକ: ଭସାଣୀରେ ଭାଗନେବେ ୩୪ମେଢ଼ତାଳଚେର ୦୭/୦୯ ତାଳଚେରର ପ୍ରସିଦ୍ଧ ଗଣେଶପୂଜା ଆଉ ମାତ୍ର ୭ଦିନ ବାକି ରହିଛି । ଏହି ଅବସରରେ ଆଜି ସ୍ଥାନୀୟ ଦେଉଳବେଡ଼ା କୋଲିୟରୀ ଡ଼ିସିଆଇ କ୍ଲବରେ କେନ୍ଦ୍ରୀୟ ଗଣେପୂଜା କମିଟିର ସଭାପତି ତଥା ଉପଜିଲ୍ଳାପାଳ…

ଅନୁଗୋଳ : ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ

ଅନୁଗୋଳ : ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ।ଅନୁଗୋଳ ବ୍ଲକ, ଅଙ୍ଗାରବନ୍ଧ, ବାରସିଂହା, ଖଣ୍ଡହତା ସ୍କୁଲ ଠାରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବଅଁରପାଳ: ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଅଁରପାଳ: ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକଅରା ହାଟ,ସ୍କୁଲ୍ ବଉଳିଗୋଡ଼ କଙ୍କିନାଳି, ପୁରୀକିଆ ଠାରେ ସ୍କୁଲ୍ ସଚେତନତା କରାଯାଇଛି ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍…

You missed