ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍ସିପ୍–୨୦୨୬ ଉଦ୍ଘାଟିତ
ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍ସିପ୍–୨୦୨୬ ଉଦ୍ଘାଟିତ ଅନୁଗୋଳ: ମୁନିସିପାଲିଟି ଟାଉନ୍ ହଲ୍ଠାରେ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଡେଭେଲପମେଣ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ୧୨ତମ ଅନୁଗୋଳ ଜିଲ୍ଲା ତାଇକୋଣ୍ଡ ଚମ୍ପିଆନ୍ସିପ୍–୨୦୨୬ ରବିବାର ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ…
