NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ
NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ ତାଳଚେର, ୨୨/୦୮: ସୁରକ୍ଷା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ଓ ନେତୃତ୍ୱ କ୍ଷମତା ବୃଦ୍ଧି ଲକ୍ଷ୍ୟରେ NTPC ତାଳଚେର ଥର୍ମାଲ ପକ୍ଷରୁ ଦୁଇଦିନିଆ ‘ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ’ ଆୟୋଜିତ ହୋଇଯାଇଛି। ଅଗଷ୍ଟ ୨୧ରୁ…
