Category: ଅନୁଗୋଳ

ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହିଙ୍ଗୁଳା ପାଠାଗାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମତାଳଚେର, ୨୫/୦୭ ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାରସିଂହା ଗ୍ରାମସ୍ଥିତ ଶ୍ରୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

କଳମଛୁଇଁ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀ

କଳମଛୁଇଁ ଶିଶୁମନ୍ଦିରରେ ଅଭିଭାବକ ସମ୍ମିଳନୀତାଳଚେର,୨୫/୦୭ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପରିଚାଳନା ସମିତିିର ଉପସଭାପତି ତପନ…

ଜଗତଉଦ୍ଧାର କର୍ତାଙ୍କ ମହାଆଡ଼ମ୍ବରରେ ପାଳିତ ହେଲା ସୁନାବେଶ

ଜଗତଉଦ୍ଧାର କର୍ତାଙ୍କ ମହାଆଡ଼ମ୍ବରରେ ପାଳିତ ହେଲା ସୁନାବେଶତାଳଚେର,୨୫/୦୭ ପବିତ୍ର ଆଶାଢ଼ମାସ ଶୁକ୍ଳପକ୍ଷ ଏକାଦର୍ଶୀ ତିଥିରେ ପ୍ରଭୂ ଜଗତଉଦ୍ଧାର କର୍ତା ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ମହାଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ପ୍ରାତଃକାଳରୁ ପ୍ରଭୂ ଜଗତରନାଥ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ପୂଜାପାଠ,…

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କଠୋର ରାୟ, ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ କଠୋର ରାୟ; ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ: ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅନୁଗୋଳର ବହୁଚର୍ଚ୍ଚିତ ମାମଲାରେ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ (୨୫ ଜୁଲାଇ ୨୦୨୬, ଶନିବାର) ♈ ମେଷ ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଶୁଭ ଫଳାଫଳ: ଚାକିରି ଓ ବ୍ୟବସାୟରେ ସଫଳତା। ଶୁଭ ସଂଖ୍ୟା: ୯ ଶୁଭ…

ଅନୁଗୋଳ, ଜିନ୍ଦଲ ନଗର ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ବିପୁଳ ସମାଗମ

ଅନୁଗୋଳ, ଜିନ୍ଦଲ ନଗର ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ବିପୁଳ ସମାଗମ ଅନୁଗୋଳ, ଜୁଲାଇ ୨୪, ୨୦୨୬: ଜିନ୍ଦଲ ନଗରର ଦେବଭୂମିରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ପବିତ୍ର ବହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ…

ଭକ୍ତି ଓ ଉତ୍ସାହରେ ଝୁମିଲା ବୁଢ଼ାପଙ୍କ ଗ୍ରାମ, ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଧୁମଧାମରେ ପାଳିତ ହେଲା ବୁଢ଼ାପଙ୍କ ଗ୍ରାମର ବାହୁଡ଼ା ଯାତ୍ରା ଭକ୍ତି ଓ ଉତ୍ସାହରେ ଝୁମିଲା ବୁଢ଼ାପଙ୍କ ଗ୍ରାମ, ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା ହରିବୋଲ ଧ୍ୱନିରେ ପ୍ରକମ୍ପିତ ବୁଢ଼ାପଙ୍କ ଗ୍ରାମ, ଆନନ୍ଦ ଉଲ୍ଲାସରେ ବାହୁଡ଼ା ଯାତ୍ରା ଅନୁଗୋଳ/ବୁଢ଼ାପଙ୍କ ଗ୍ରାମ, ୨୪/୭: ପବିତ୍ର…

ଆଲୁମିନିୟମ ମଜଦୁର ସଂଘ କାର୍ଯ୍ୟାଳୟରେ ପାଳିତ ହେଲା ଭାରତୀୟ ମଜଦୁର ସଂଘର ୭୨ ତମ ପ୍ରତିଷ୍ଠା ଦିବସ

ଆଲୁମିନିୟମ ମଜଦୁର ସଂଘ କାର୍ଯ୍ୟାଳୟରେ ପାଳିତ ହେଲା ଭାରତୀୟ ମଜଦୁର ସଂଘର ୭୨ ତମ ପ୍ରତିଷ୍ଠା ଦିବସ ବଅଁରପାଳ,୨୩/୦୭ (ଜାଗ୍ରତ ଭାରତ ନ୍ୟୁଜ୍): ଭାରତୀୟ ମଜଦୂର ସଂଘର ୭୨ତମ ପ୍ରତିଷ୍ଠା ଦିବସ ନାଲକୋ ନଗରସ୍ଥିତ ଆଲୁମିନିୟମ ମଜଦୂର ସଂଘ (ଏ ଏମ୍…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ – ଆଜିର ରାଶିଫଳ (୨୪ ଜୁଲାଇ ୨୦୨୬, ଶୁକ୍ରବାର) ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂତନ ଯୋଜନା ଲାଭଦାୟକ ହେବ।ଶୁଭ ସଂଖ୍ୟା: ୯ଶୁଭ ରଙ୍ଗ: ଲାଲଶୁଭ ସମୟ: ସକାଳ ୮:୦୦–୧୦:୦୦ପ୍ରତିକାର: ହନୁମାନ ଚାଳିଶା…

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକତାଳଚେର, ୨୩/୦୭ ବିଶିଷ୍ଟ ଶିକ୍ଷାବିତ ତଥା ଅନୁଗୋଳ ଜିଲ୍ଳାର ଜଣାଶୁଣା ଦକ୍ଷ ଶିକ୍ଷକଭାବେ ପରିଚିତ ବୃନ୍ଦାବନ ସାହୁଙ୍କ ପରଲୋକ ହୋଇଯିବା ଘଟଣା ତାଳଚେର ଅଂଚଳରେ ଶୋକରଛାୟା ଖେଳାଇ ଦେବାସହ ସମସ୍ତ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କ ମହଲରେ ଏକ…

You missed