ଢେଙ୍କାନାଳ ମୀନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ୧୧ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ଢେଙ୍କାନାଳ ମୀନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ୧୧ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହା ଆସନ୍ତା ଜାନୁୟାରୀ ୨୨ ତାରିଖ ବୁଧବାର ୨୦୨୫ ପାଲିଙ୍କି ଯାତ୍ରା,୨୩ ତାରିଖ ଗୁରୁବାର…
