Category: ଢେଙ୍କାନାଳ

ଜୟଗୋପାଳ ମଠରେ ଝୁଲଣ ପର୍ବ ଉଦଯାପିତ

ଜୟଗୋପାଳ ମଠରେ ଝୁଲଣ ପର୍ବ ଉଦଯାପିତ ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଟାଉନ୍ ଜୟଗୋପାଳଜୀଉ ମଠରେ ଝୁଲଣ ପର୍ବ ଗତ ରବିବାର ଠାରୁ ଆରମ୍ଭ ହୋଇ ଆଜି ୨୮ ତାରିଖ ଶୁକ୍ରବାର ଗହ୍ମା ପୂର୍ଣ୍ଣିମା ଦିନ ଉଦଯାପିତ ହୋଇଯାଇଛି। ଦିର୍ଘ ୬ଦିନ ଧରି…

ଶ୍ରୀଶ୍ରୀ ରଘୁନାଥଜୀଉଙ୍କର ଝୁଲଣ ପର୍ବ ଉଦଯାପିତ

ଶ୍ରୀଶ୍ରୀ ରଘୁନାଥଜୀଉଙ୍କର ଝୁଲଣ ପର୍ବ ଉଦଯାପିତ ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଟାଉନ୍ କୌବଲବଜାରସ୍ଥିତ ଯାଉଁଳି ପୋଖରୀ ମଠସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କର ଝୁଲଣ ପର୍ବ ସୋମବାର ଠାରୁ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲୁଥିବା ବେଳେ ଆଜି ୨୮…

ଟାଟା ଷ୍ଟିଲ ମେରାମଣ୍ଡଳୀରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ସମାରୋହ

ଟାଟା ଷ୍ଟିଲ ମେରାମଣ୍ଡଳୀରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ସମାରୋହମେରାମଣ୍ଡଳୀ, ୨୮ ଅଗଷ୍ଟ ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପରିସରରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ଲାଣ୍ଟ କାର୍ଯ୍ୟାଳୟଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ…

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଉଦଘାଟନ ହୋଇଯାଇଛି

ଢେଙ୍କାନାଳ, କାଞ୍ଚନ ବଜାର:ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଉଦଘାଟନ ହୋଇଯାଇଛି। ଏହି ଅବସରରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ ଆୟୋଜିତ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ ଆୟୋଜିତ ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ (NSS) ସହ-ୟୁନିଟ୍ ଆନୁକୂଲ୍ୟରେ ଅଗଷ୍ଟ ୨୭, ୨୦୨୬ ରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ କାର୍ଯ୍ୟକ୍ରମ ସଫଳତାର…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ…

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହିନ୍ଦୋଳ, ୨୫ ଅଗଷ୍ଟ ୨୦୨୬: ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ ଘଟିକା ସମୟରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ…

ଇଦ୍–ମିଲାଦ୍–ଉନ୍–ନବି ( ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହରରେ

ଇଦ୍–ମିଲାଦ୍–ଉନ୍–ନବି ( ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହରରେ | ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମଗ୍ର ଭାରତ ବର୍ଷ ରେ ପବିତ୍ର…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍ ଦ୍ୱାରା ପୋଷ୍ୟ ଗ୍ରାମ କାଇଁଶୋରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ୟୁନିଟ୍ ଦ୍ୱାରା ପୋଷ୍ୟ ଗ୍ରାମ କାଇଁଶୋରେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଢେଙ୍କାନାଳ, ୨୬ ଅଗଷ୍ଟ: ପରିବେଶ ସୁରକ୍ଷା ଏବଂ ସାମାଜିକ ସହଭାଗିତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. (NSS)…

ଏସ୍ଏମ୍‌ଡିଆର ଆଇନ ୨୦୨୬କୁ ରଦ୍ଦ ପାଇଁ ପ୍ରତିବାଦ

ଏସ୍ଏମ୍‌ଡିଆର ଆଇନ ୨୦୨୬କୁ ରଦ୍ଦ ପାଇଁ ପ୍ରତିବାଦ ଢେଙ୍କାନାଳ, ୨୫/୮: ଢେଙ୍କାନାଳ ଜିଲ୍ଲା କଂଗ୍ରେସ ଓ ମିଳିତ ସାମୁଖ୍ୟ ପକ୍ଷରୁ ଆଜି ଏସ୍ଏମ୍‌ଡିଆର୍ ଆଇନ୍ ୨୦୨୬କୁ ରବ୍ଦ ପାଇଁ ଏକ ବିରାଟ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା…