ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ବିରୁଦ୍ଧରେ ଜୁଲାଇ ୨୦ ରେ ଆପ୍ ର ଆନ୍ଦୋଳନ,
ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ଭଣ୍ଡୁର କରିବା ବିରୁଦ୍ଧରେ ଜୁଲାଇ ୨୦ ରେ ଆପ୍ ର ଆନ୍ଦୋଳନ ଢେଙ୍କାନାଳ : ଦୀର୍ଘ ୨୧ ଦିନ ଧରି ବିଶିଷ୍ଟ ପରିବେଶବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ, କକ୍ରୋଚ…
