Category: ଢେଙ୍କାନାଳ

ବଅଁରପାଳ ବ୍ଲକରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ- ପ୍ରକଳ୍ପର ଶୁଭଉଦ୍‌ଘାଟନ କଲେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ

ବଅଁରପାଳ ବ୍ଲକରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ- ପ୍ରକଳ୍ପର ଶୁଭଉଦ୍‌ଘାଟନ କଲେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସନ୍ତ୍ରୀ ଛକ-ମହୀଧରପୁର-ହାତୁରା ୨୦ କିମି ରାସ୍ତାରେ ସୌରଚାଳିତ ଷ୍ଟ୍ରିଟଲାଇଟ ବ୍ୟବସ୍ଥା ବଅଁରପାଳଠାରେ ସର୍ବସାଧାରଣ ଆଶ୍ରୟସ୍ଥଳ…

ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ

ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ ଢେଙ୍କାନାଳ : ୧୧/୦୫- ସୋମନାଥ ମନ୍ଦିରର ବିଧ୍ୱଂସ ଲୀଳାର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ “ସୋମନାଥ ସ୍ୱାଭିମାନ ପର୍ବ” ଆଜି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି…

ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ହିନ୍ଦୋଳ -ଅଦ୍ୟ ତା-06-05-2026- ରିଖ ଦିନ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଅଛି | ଉକ୍ତ କାର୍ଯ୍ୟକ୍ରମରେ ତା 30-04-2026 ରିଖରେ ଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ପାଠାଗାର ପରିଚାରକ…

ନବାନିର୍ମାଣ କୃଷକ ସଂଗଠନ ତରଫ ରୁ ଜେଲ ଫେରନ୍ତା ଚାଷୀ ନେତୃତ୍ୱ ମାନଙ୍କୁ ସମ୍ବୋର୍ଧନ ଏବଂ ୯ ତାରିଖରେ ସ୍ୱାଭିମାନ ଯାତ୍ରା କୁ ସ୍ୱାଗତ ଉପଲକ୍ଷେ ପ୍ରସ୍ତୁତି

ନବାନିର୍ମାଣ କୃଷକ ସଂଗଠନ ତରଫ ରୁ ଜେଲ ଫେରନ୍ତା ଚାଷୀ ନେତୃତ୍ୱ ମାନଙ୍କୁ ସମ୍ବୋର୍ଧନ ଏବଂ ୯ ତାରିଖରେ ସ୍ୱାଭିମାନ ଯାତ୍ରା କୁ ସ୍ୱାଗତ ଉପଲକ୍ଷେ ପ୍ରସ୍ତୁତି ଏପ୍ରିଲ ୨୮ରୁ ମେ ୧୪ ପର୍ଯ୍ୟନ୍ତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ…

ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍‌

ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍‌ ଢେଙ୍କାନାଳ, ୦୯/୦୫/୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ୧୪ ବର୍ଷରୁ କମ୍ ବାଳିକା ଟିମ୍ ଅନୁଗୋଳ ଜିଲ୍ଲା ସିଏମ…

ଭାଗିରଥୀ ସାଗର କୂଳରେ ଚନ୍ଦନ ଯାତ୍ରା ବତ୍ସା ହରଣ ବେଶରେ ଦର୍ଶନ ଦେଲେ ପ୍ରଭୁ ମଦନ ମୋହନ

ଭାଗିରଥୀ ସାଗର କୂଳରେ ଚନ୍ଦନ ଯାତ୍ରା ବତ୍ସା ହରଣ ବେଶରେ ଦର୍ଶନ ଦେଲେ ପ୍ରଭୁ ମଦନ ମୋହନ ଢେଙ୍କାନାଳ, ୦୮/୦୫:ଢେଙ୍କାନାଳର ପ୍ରସିଦ୍ଧ ଭାଗିରଥୀ ସାଗର କୂଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକୋଇଶି ଦିନିଆ ଚନ୍ଦନ ଯାତ୍ରା ବେଶ୍ ଧୁମଧାମରେ ଅନୁଷ୍ଠିତ ହେଉଛି।…

ଏକୋଇଶି ଦିନ ଧରି ଚନ୍ଦନ ଯାତ୍ରା ଚାଲୁଥିବା ବେଳେ ଶେଷ ପାଞ୍ଚ ଦିନ ମଦନ ମୋହନ ଙ୍କ ବିଭିନ୍ନ ବେଶ ଅନୁଷ୍ଠିତ

ଢେଙ୍କାନାଳ ଭାଗିରଥି ସାଗର କୁଳରେ ଏକୋଇଶି ଦିନ ଧରି ଚନ୍ଦନ ଯାତ୍ରା ଚାଲୁଥିବା ବେଳେ ଶେଷ ପାଞ୍ଚ ଦିନ ମଦନ ମୋହନ ଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଆଜି ପ୍ରଥମ ଦିନ ରେ ଚନ୍ଦନ ବେଦୀ ରେ ଗରୁଡ଼ ଗୋବିନ୍ଦ…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’ ଯୋଗୁ ଦୃଷ୍ଟିଶକ୍ତି ଫେରିପାଇଲେ ସୁଷମା

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’ ଯୋଗୁ ଦୃଷ୍ଟିଶକ୍ତି ଫେରିପାଇଲେ ସୁଷମା ଢେଙ୍କାନାଳ, ମେ ୦୬, ୨୦୨୬ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ୭୦ ବର୍ଷୀୟା ବୃଦ୍ଧା ସୁଷମା ସାହୁଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିଛି ଟାଟା…

ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ପାଳିତ

ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ଢ଼େଙ୍କାନାଳ କୈବଲ୍ୟ ବଜାର ସ୍ଥିତ ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗଦେଇ ଏହି ପ୍ରତିଷ୍ଠା ଦିବସ କୁ…

ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର କରିଛନ୍ତି

୨୦୨୬ ହାଇସ୍କୁଲ ସାର୍ଟାଫିକେଟ ପରୀକ୍ଷାରେ ପ୍ରଦୀପ ସାରେ ଙ୍କ ଟିଉସନ ଛାତ୍ରୀ ସିମି ସାହୁ ଗେଙ୍ଗୁଟିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ତରେ ସର୍ବାଗ୍ରେ ସର୍ବୋଚ୍ଚ ନମ୍ବର ୫୦୭ ନମ୍ବର ଶତକଡା ୮୪ ଦଶମିକ ୫ ବିଦ୍ୟାଳୟରେ ୧ମ ସ୍ଥାନ ଅଧିକାର…