Category: ଢେଙ୍କାନାଳ

ମହାରାଣୀ ସାହୁଙ୍କ ପରଲୋକ ହରିଶଚନ୍ଦ୍ର ଯୋଜନା ପାଇଁ ଦାବି କରିଛନ୍ତି ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ

ମହାରାଣୀ ସାହୁଙ୍କ ପରଲୋକ , ହରିଶଚନ୍ଦ୍ର ଯୋଜନା ପାଇଁ ଦାବି କରିଛନ୍ତି ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ…… ଦିର୍ଘ ଦିନ ହେବ ସେ ବ୍ରେନ ଷ୍ଟ୍ରୋକ୍ ରୋଗରେ ପୀଡିତ ହୋଇ ଶଯ୍ୟା ସାୟୀ ଥିଲେ , ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା…

ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ

ଅଦ୍ୟ ତା ୧୩/୦୨/୨୦୨୬ ରିଖ ଶୁକ୍ରବାର ପି. ଏମ୍.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତା’ର ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିଛି l ଏହି ଉତ୍ସବରେ ଜିଲ୍ଲା କ୍ରୀଡା…

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଦାବିରେ ଆସନ୍ତା ଫେବୃଆରୀ ମାସ ୧୮ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ଚିକିତ୍ସା ଦାବିରେ ଆସନ୍ତା ଫେବୃଆରୀ ମାସ ୧୮ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଉତ୍କଳ ସମାଜ(ଗିରିଶ ଚନ୍ଦ୍ର ସାମଲ) ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ କଲେଜରେ ଅନ୍ତଃ…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର କୁମ୍ଭ ସଂକ୍ରାନ୍ତି ଏବଂ ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଫାଲଗୁନ ମାସର କୁମ୍ଭ ସଂକ୍ରାନ୍ତି ଏବଂ ପଙ୍କ ଉଦ୍ଧାର ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର…

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ ଢେଙ୍କାନାଳ ସଦର ବ୍ଳକ୍‌ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପ୍ରେଲ୍ ମାସ ଠାରୁ ଏପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ…

ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ

ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଢେଙ୍କାନାଳ ଉପକଣ୍ଠ ଶିମିଳିଆ ୧୯ନଂ ୱାର୍ଡ ଅନ୍ତର୍ଗତ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରେ ଶିମିଳିଆ ଯୋର ଠାରେ ପୂଜାର୍ଚ୍ଚନା କରାଯାଇ ମହିଳା ଓ ପୁରୁଷମାନେ ସଂକୀର୍ତନ…

ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଆପ୍, ମାଗଣା ଗ୍ୟାସ ଓ ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଜିଲ୍ଲା ହସ୍ପିଟାଲରେ ଗୁରୁତର ଆହତଙ୍କୁ ଭେଟିଲେ

ହାତୀ ଆକ୍ରମଣରେ ମୃତକଙ୍କ ପରିବାରଙ୍କୁ ଭେଟିଲା ଆପ୍, ମାଗଣା ଗ୍ୟାସ ଓ ଅନୁକମ୍ପା ମୂଳକ ସହାୟତା ରାଶୀ ପ୍ରଦାନ ପାଇଁ ଦାବି, ଏବଂ ଜିଲ୍ଲା ହସ୍ପିଟାଲରେ ଗୁରୁତର ଆହତଙ୍କୁ ଭେଟିଲେ ଢେଙ୍କାନାଳ : ସଦର ବ୍ଲକ ଲୋଚାପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ…

ଢେଙ୍କାନାଳ ରେ ଭାରତ ବନ୍ଦ ସଫଳ

ଢେଙ୍କାନାଳ ରେ ଭାରତ ବନ୍ଦ ସଫଳ। ଢେଙ୍କାନାଳ ତା, ୧୨. ୨. ୨୦୨୬, କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା, ସ୍ୱାଧୀନ ଶ୍ରମିକ ଫେଡେରେସନ, ବିଦ୍ୟୁତ ଉପଭୋକ୍ତା ମହାସଂଘ ର ମିଳିତ ଡାକରା ରେ କରାଯାଇଥିବା ଭାରତ ବନ୍ଦ ଢେଙ୍କାନାଳ…

ଢେଙ୍କାନାଳ ଦୁଗ୍ଧ ବ୍ୟବସାୟୀ ସଂଘର ବନ୍ଧୁମିଳନ

ଢେଙ୍କାନାଳ ଦୁଗ୍ଧ ବ୍ୟବସାୟୀ ସଂଘର ବନ୍ଧୁମିଳନ ଢେଙ୍କାନାଳ, ୧୧/୨: ସ୍ଥାନୀୟ ରଞ୍ଜା ଛକ ଖେଳପଡିଆ ଠାରେ ଢେଙ୍କାନାଳ ଦୁଗ୍ଧ ବ୍ୟବସାୟୀ ସଂଘର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ତରଫରୁ ଗୋଟିଏ ବୈଠକ…

ମନରେଗାଯୋଜନାରେ ଦୁର୍ନୀତି ଜିଲ୍ଲାପାଳ ଜନଶୁଣାଣିରେ ଅଭିଯୋଗ କଲେ ଗ୍ରାମବାସୀ

ମନରେଗାଯୋଜନାରେ ଦୁର୍ନୀତି ଜିଲ୍ଲାପାଳ ଜନଶୁଣାଣିରେ ଅଭିଯୋଗ କଲେ ଗ୍ରାମ ବାସୀ…… ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଂଚାୟତ ମନରେଗା ଦୁର୍ନୀତି ଦିନକୁ ଦିନ ବଢୁଛି କଉଠି ରାତିରେ ମେସିନ ଲଗେଇ କାମ କରୁଛନ୍ତି ତ କଉଠି କାମ ନ କରି…