ଢ଼େଙ୍କାନାଳ ବସ ଷ୍ଟାଣ୍ଡ ଠାରେ ଥିବା ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ ପକ୍ଷ ରୁ ୭୯ ତମ ସ୍ବାଧିନତା ଦିବସ ପାଳନ
ଢ଼େଙ୍କାନାଳ ବସ ଷ୍ଟାଣ୍ଡ ଠାରେ ଥିବା ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ ପକ୍ଷ ରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି। ଉକ୍ତ ସମାରୋହ କୁ ଲିଗାଲ ଆଡଭାଇଜର ପତିତପାବନ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ସଭାପତି ରମେଶ…
