UNSCର ସ୍ଥାୟୀ ଆସନ ପାଇଁ ଭାରତ ପଛରେ ରୁଷ: ଜାତିସଂଘ ସଂସ୍କାରରେ ଏସିଆ-ଆଫ୍ରିକାକୁ ଅଧିକ ପ୍ରତିନିଧିତ୍ୱ ଦାବି
UNSCର ସ୍ଥାୟୀ ଆସନ ପାଇଁ ଭାରତ ପଛରେ ରୁଷ: ଜାତିସଂଘ ସଂସ୍କାରରେ ଏସିଆ-ଆଫ୍ରିକାକୁ ଅଧିକ ପ୍ରତିନିଧିତ୍ୱ ଦାବି ନ୍ୟୁୟର୍କ, ୨୭/୦୯: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଭାରତକୁ ସ୍ଥାୟୀ ସଦସ୍ୟତା ଦେବା ଦାବିକୁ ପୁଣିଥରେ ସମର୍ଥନ କରିଛି ରୁଷ। ୮୧ତମ ଜାତିସଂଘ…
