ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
ଭୂବନେଶ୍ୱର, ୦୮/୦୪ : ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବ୍ରହ୍ମପୁରରେ ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ଏହି ସୂଚନା…
