ସଂସଦରେ ନାରୀ ଶକ୍ତି ପାଇଁ ବିଶେଷ ଅଧିବେଶନ ଏବଂ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର, ୧୨/୪ : ସଂସଦରେ ନାରୀ ଶକ୍ତି ପାଇଁ ବିଶେଷ ଅଧିବେଶନ ଏବଂ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ରେଳ ଷ୍ଟେସନ ରୋଡ଼ ସ୍ଥିତ ସ୍ପେସାଲ୍ ସାର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି…
