ଭିତ୍ତିଭୂମି ନୁହେଁ, ଜୀବନମାନର ପରିବର୍ତ୍ତନ ହେଉଛି ପ୍ରକୃତ ସଫଳତା”- ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀରେ ଓଡ଼ିଶାର ସହର ଉନ୍ନୟନ ଏବେ ନୂତନ ଗତି ଧାରଣ କରିଛି। ‘ବିକଶିତ ଓଡ଼ିଶା @୨୦୩୬’ ଲକ୍ଷ୍ୟକୁ ସାକାର କରିବା ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର…
