Category: ଭୁବନେଶ୍ବର

ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ହେବା ଉଚିତ୍‌: ପିଆଇବି ଏଡିଜି

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବା ସହିତ…

ବିଜେପିର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ୭୨ ଜଣ ସଦସ୍ୟ ରହିଛନ୍ତି, ଯେଉଁଥିରୁ ୧୮ ଜଣ ମହିଳା

ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା: ପୂର୍ଣ୍ଣ ବିବରଣୀଓଡ଼ିଶା ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗୁରୁବାର ରାତିରେ ଘୋଷଣା ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଏହି କମିଟିରେ ୭୨ ଜଣ ସଦସ୍ୟଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।…

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

ଭୁବନେଶ୍ୱର/ଚିଲିକା: ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଆଇଏନଏସ ଚିଲିକାରୁ ଜଣେ ପ୍ରଶିକ୍ଷଣ ରତ ଅଗ୍ନିବିରଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ମୃତକଜଣଙ୍କ ଉତ୍ତରପ୍ରଦେଶ ମିରଠ ଜିଲ୍ଲାର ଅହମ୍ମଦପୁର ଢୋମି ଗ୍ରାମର ରାଜ କୁମାରଙ୍କ ପୁଅ କାର୍ତ୍ତିକ…

ଆଜିର ରାଶିଫଳ

ଆଜି ଶୁକ୍ରବାର, ୧୦ ଏପ୍ରିଲ ୨୦୨୬ । ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକଙ୍କ ପାଇଁ ଆଜିର ଦିନଟି କିପରି କଟିବ, ଜାଣନ୍ତୁ ଆଜିର ରାଶିଫଳ: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ…

୧୦ରେ ବସିବ ରାଜ୍ୟ କ୍ୟାବିନେଟ, ପଞ୍ଚାୟତରାଜ ବିଭାଗ ଆଣିବ ନୂଆ ନୀତି!

ଭୁବନେଶ୍ୱର – ଆସନ୍ତା ୧୦ତାରିଖରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଟିତ ହେବ । ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ରହିବେ ଉପସ୍ଥିତ । ସୂଚନା ମୁତାବକ ଏହି…

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଭୁବନଶ୍ୱର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତଙ୍କ ଇସ୍ତଫା ଗୃହୀତ ହୋଇଛି । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାଥାଉକି, ଗତକାଲି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ପାଇଁ…

ନବୀନ ବାବୁ ମୂଷାଙ୍କୁ ବିଦା କରିବେ: ସମ୍ବିତ

ଭୁବନେଶ୍ୱର : ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ନେତା ସମ୍ବିତ ରାଉତରାୟ । ୨୦୨୪ରେ ମନ ଇଚ୍ଛା ଟିକେଟ ବାଣ୍ଟିଲେ , ନିଷ୍ଠାବାନଙ୍କୁ ମିଳିଲା ନାହିଁ । ବିଜେପି , କଂଗ୍ରେସର ନୀତି ନଥିବା ଲୋକଙ୍କୁ ଟିକେଟ ଦିଆଗଲା…

ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର । ୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଛାତ୍ରଛାତ୍ରୀ ଓ ଶ୍ରମିକମାନେ ନିଜର ପରିଚୟ ପତ୍ର ଦେଖାଇ ନେଇ ପାରିବେ ଗ୍ୟାସ୍‌ ସିଲିଣ୍ଡର…

ବେଗୁନିଆ ନିକଟସ୍ଥ ଭୂଇଁପୁରରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର…

ଆଜିର ରାଶିଫଳ: ୯ ଏପ୍ରିଲ ୨୦୨୬

ଆଜିର ରାଶିଫଳ: ୯ ଏପ୍ରିଲ ୨୦୨୬ ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ଶୁଭ ସକାଳ। ଆଜି ୯ ଏପ୍ରିଲ ୨୦୨୬, ଗୁରୁବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ: ମେଷ (Aries) ବୃଷ (Taurus) ମିଥୁନ (Gemini) କର୍କଟ (Cancer) ସିଂହ…