Category: ଭୁବନେଶ୍ବର

ଆଜିର ଦୈନିକ ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କ ପାଇଁ ଆଜିର ଦୈନିକ ରାଶିଫଳ (ଶୁକ୍ରବାର, ୨୬ ଡିସେମ୍ବର ୨୦୨୫): ​୧. ମେଷ ରାଶି ​୨. ବୃଷ ରାଶି ​୩. ମିଥୁନ ରାଶି ​୪. କର୍କଟ ରାଶି ​୫. ସିଂହ ରାଶି ​୬. କନ୍ୟା…

ଏସ୍.ଓ.ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର ଏବଂ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ…

୭ଟି ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର

୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର…

ମାଓନେତା ଗଣେଶ ନିହତ

ମାଓନେତା ଗଣେଶ ନିହତ ଭୁବନେଶ୍ବର: ଯବାନଙ୍କ ଗୁଳିରେ ଟଳିଲା ଟପ୍‌ ମାଓନେତା ଗଣେଶ ନିହତ ହୋଇଥିବା ଜଣାପଡ଼ିଛି। କନ୍ଧମାଳ ଚକାପାଦ ଥାନା ରମ୍ଭା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ମାଓ ନେତା ଗଣେଶ ସହ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ।…

ଫେବ୍ରୁଆରିରୁ PUC ବିନା ପେଟ୍ରୋଲ ମନା

ଭୁବନେଶ୍ବର: ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାନବାହନ ମାଲିକମାନଙ୍କୁ ଅତ୍ୟାବଶ୍ୟକୀୟ କାଗଜପତ୍ର ନବୀକରଣ କରିବା ପାଇଁ ସମୟ ସୀମା ଗୋଟିଏ ମାସ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ କଡ଼ାକଡ଼ି ଭାବେ…

୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ…

ଜାଗ୍ରତ ଭାରତ ନ୍ୟୁଜ୍ – ସତ୍ୟ ସାଥିରେ, ସବୁବେଳେ

“ଜାଗ୍ରତ ଭାରତ ନ୍ୟୁଜ୍” (Jagrat Bharat News) ସବୁବେଳେ ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଖବର ଶୈଳୀ ପ୍ରସ୍ତୁତ କରୁଛି। ଆପଣ ଏହି ନ୍ୟୁଜ୍ ପୋର୍ଟାଲ୍ ବା ସୋସିଆଲ ମିଡିଆ ଦ୍ଵାରା ବିଭିନ୍ନ ଖବର ପାଇ ପାରିବେ। 📢 ବଡ଼ ଖବର:…

୬୪୫ କିଲୋମିଟରର ତିନୋଟି ରିଙ୍ଗ୍ ରୋଡ୍ ନିର୍ମାଣର ଯୋଜନା ପ୍ରସ୍ତୁତ

୬୪୫ କିଲୋମିଟରର ତିନୋଟି ରିଙ୍ଗ୍ ରୋଡ୍ ନିର୍ମାଣର ଯୋଜନା ପ୍ରସ୍ତୁତ କରାଯାଇଛି। ଯୋଜନା ଅନୁଯାୟୀ, ଏହି ଅର୍ଥନୈତିକ ଅଞ୍ଚଳରେ ମୋଟ ୬୪୫ କିଲୋମିଟର ଦୈର୍ଘ୍ୟର ତିନୋଟି ରିଙ୍ଗ୍ ରୋଡ୍ ନିର୍ମିତ ହେବ। ପ୍ରଥମଟି ହେଉଛି ପାରାଦୀପରୁ ଟାଙ୍ଗୀ, ସପ୍ତଶଯ୍ୟା, ରାମେଶ୍ୱର ଦେଇ…

ଚାନ୍ଦବାଲି ଲଜ୍ଜା: ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର…

ଆଜିର ରାଶିଫଳ

ଆଜି ୨୦୨୫ ଡିସେମ୍ବର ୨୫ ତାରିଖ, ଗୁରୁବାର। ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକଙ୍କ ପାଇଁ ପ୍ରସ୍ତୁତ ଅଛି ଆଜିର ରାଶିଫଳ। ମେଷ (Aries)ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଶୁଭ…