Category: ଭୁବନେଶ୍ବର

କାର୍ ଭିତରୁ ୧୧ ମାଉଜର ଜବତ

ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ ବନ୍ଧୁକ ଚାଲାଣ ରାକେଟ । କାର୍ ଭିତରୁ ଜବତ ହେଲା ୧୧ ମାଉଜର । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର…

୨୦୭୦ ସୁଦ୍ଧା ଓଡିଶା ହାସଲ କରିବ ନେଟ୍ ଜିରୋ କାର୍ବନ ଏମିସନ୍

ଭୁବନେଶ୍ୱର: ପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା…

ଆମ ବସ୍ ଧକ୍କାରେ ଯୁବକ ମୃତ

ଆମ ବସ୍ ଧକ୍କାରେ ଯୁବକ ମୃତ ଭୁବନେଶ୍ବର: ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ଭୁବବେଶ୍ବର ବାଣୀବିହାର ସତ୍‌ସଙ୍ଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ଦ୍ବାରା ଆମ ବସ୍ ଅଟକ ରଖା ଯାଇଥିଲା। ଘଟଣାସ୍ଥଳରେ…

ଫେବ୍ରୁଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

ଫେବ୍ରୁଆରୀରେ ହେବ ମାଟ୍ରିକ୍‌ ପରୀକ୍ଷା। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍‌। ମାର୍ଚ୍ଚ ୨ ଯାଏଁ ଚାଲିବ ମାଟ୍ରିକ୍‌ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ…

ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ୧୪୩୦ ପ୍ରଧ୍ୟାପକ ପଦବୀ

ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ପଡିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି । ସେଥିରୁ ୨୬୧ପ୍ରାଧ୍ୟାପକ, ୪୫୯ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ଆଜି (ଡିସେମ୍ବର ୫, ୨୦୨୫, ଶୁକ୍ରବାର)ର ରାଶିଫଳ ଶୁଭ ସଂଖ୍ୟା (Lucky Number), ଶୁଭ ରଙ୍ଗ (Lucky Color), ଶୁଭ ସମୟ (Lucky Time), ଏବଂ ପ୍ରତିକାର (Remedy) ସହିତ ଆଜିର ରାଶିଫଳ 🐐 ମେଷ…

ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା । ଶୁକ୍ରବାର ଅର୍ଥାତ୍ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି ।…

ବିଜ୍ଞାପନ ପାଇଁ ଖବର କାଗଜରେ ସର୍ବାଧିକ ୬୯ କୋଟି ୭୮ ଲକ୍ଷ ଖର୍ଚ୍ଚ

ପ୍ରଚାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା । ଏନେଇ ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ଉତ୍ତର ରଖି କହିଛନ୍ତି ଯେ ୨୦୨୪ ଜୁଲାଇରୁ ଏଯାବତ୍ ୮୩ କୋଟି…

ଏଆଇସିସି ସଭ୍ୟ ତଥା କଂଗ୍ରେସର ବରିଷ୍ଠ ନେତା ପଦ୍ମାକର ଗୁରୁ କଂଗ୍ରେସ ରୁ ୬ ବର୍ଷ ପାଇଁ ବହିଷ୍କୃତ

ଏଆଇସିସି ସଭ୍ୟ ତଥା କଂଗ୍ରେସର ବରିଷ୍ଠ ନେତା ପଦ୍ମାକର ଗୁରୁ କଂଗ୍ରେସ ରୁ ୬ ବର୍ଷ ପାଇଁ ବହିଷ୍କୃତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିଶ କ୍ରମେ ଏଆଇସିସି ସଭ୍ୟ ପଦ୍ମାକର ଗୁରୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ…

ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ

ରାଜ୍ୟରେ ୧୩୩ଟି ଶୀତଳ ଭଣ୍ଡାରରୁ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ଗୃହରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାଜ୍ୟରେ ଶୀତଳ ଭଣ୍ଡାର…