Category: ଭୁବନେଶ୍ବର

ଶ୍ରୀଯୁକ୍ତ ଓମକାର ନାୟକଙ୍କୁ ଭୁବନେଶ୍ୱର ଜିଲ୍ଲା ଟାଇକୋଣ୍ଡୋ ଦଳର ପ୍ରଶିକ୍ଷକ ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତକୁ ନେଇ ଅଭିନନ୍ଦନ ଜଣାଇଲେ ଟାଇକୋଣ୍ଡୋ ପ୍ରଶିକ୍ଷକ

ଆମେ ଗର୍ବର ସହିତ କହିପାରୁଛୁ ଯେ ଗାଇଡେନ୍ସ ଇଣ୍ଟରନ୍ୟାସନାଲ ସ୍କୁଲର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଓମକାର ନାୟକଙ୍କୁ ଭୁବନେଶ୍ୱର ଜିଲ୍ଲା ଟାଇକୋଣ୍ଡୋ ଦଳର ପ୍ରଶିକ୍ଷକ ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତ କରାଯାଇଛି।ଭୁବନେଶ୍ୱର ସ୍କୁଲ କ୍ରୀଡା ସଂଘ ଦ୍ୱାରା ତାଙ୍କୁ ଆଗାମୀ ରାଜ୍ୟ…

ଆରପାରିରେ ନୂଆପଡ଼ା ବିଧାୟକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୁଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଉ ନାହାନ୍ତି। ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଜେନ୍ଦ୍ର ଢୋଲକିଆଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି ଭୁବନେଶ୍ୱର, ୦୮/୦୯ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଓଡିଶା ରାଜନୀତି ପାଇଁ ଆସିଛି ବଡ ଖବର । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ…

ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ

🌅 ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ 🌅 📅 ତାରିଖ – ୯ ସେପ୍ଟେମ୍ବର ୨୦୨୫, ମଙ୍ଗଳବାର 🐏 ମେଷ : ରାଶିଫଳ: କାମକାଜରେ ସୁଯୋଗ, କିନ୍ତୁ କ୍ରୋଧରେ ସତର୍କ ରୁହନ୍ତୁ। ଶୁଭ ରଙ୍ଗ: ଲାଲ ଶୁଭ ସଂଖ୍ୟା:…

ଆଜିର ରାଶିଫଳ – ୦୮ ସେପ୍ଟେମ୍ବର ୨୦୨୫ ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌞 ଆଜିର ରାଶିଫଳ – ୦୮ ସେପ୍ଟେମ୍ବର ୨୦୨୫ ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ : କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଶୁଭ ରଙ୍ଗ: ଲାଲ ଶୁଭ ସଂଖ୍ୟା: ୯ ଶୁଭ ସମୟ: ପ୍ରଭାତି…

ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ : କୁଖ୍ୟାତ ମାଓବାଦୀ ନିହତ

ଭୁବନେଶ୍ୱର, ୦୭/୦୯ : ପଶ୍ଚିମ ସିଂହଭୂମ ଜିଲ୍ଲାରେ ଆଜି ଭୋର ସମୟରେ ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗ୍ରାମର ବୁର୍ଜୁୱା ପାହାଡ଼ ନିକଟରେ ପୋଲିସ ଏବଂ ସିପିଆଇ ମାଓବାଦୀ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଚୈବସା ପୋଲିସ…

ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍‌ ଓଟିଇଟି ପରୀକ୍ଷା

ଭୁବନେଶ୍ୱର – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ପେଶାଲ୍‌ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ୨୭ ତାରିଖରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ଏ ନେଇ ବୋର୍ଡ ପକ୍ଷରୁ ଶନିବାର ଦିନ ବିଜ୍ଞପ୍ତି ପ୍ରକାଶ…

ମୁଣ୍ଡଳୀରେ ସର୍ବୋଚ୍ଚ ସ୍ଥାନରେ ମହାନଦୀ ବନ୍ୟାଜଳ, ଯେ କୌଣସି ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ ଅଛୁ: ଚନ୍ଦ୍ରଶେଖର ପାଢ଼ୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।…

ରାଜ୍ୟ ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ…

ଖାକିରେ ଦାଗ ;୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ SI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍‌ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର…