Category: ଭୁବନେଶ୍ବର

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

ଗୁରୁବାର ଲୋୟର ପିଏମ୍‌ଜି ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ ଆହତ…

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାତଟି କଲ୍ୟାଣକାରୀ ସୁବିଧା; ଚାଲନ୍ତୁ ଜାଣିବା

ଓଡ଼ିଶା ସରକାର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାତଟି କଲ୍ୟାଣକାରୀ ସୁବିଧା ପ୍ରଦାନ କରିଛନ୍ତି । ଯେଉଁଥିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ, ଗୁରୁବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ…

ବିଧାନସଭାକୁ ଅଚଳ କରିଦେବାକୁ ଷଡ଼ଯନ୍ତ୍ର କରୁଛି କଂଗ୍ରେସ

ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥ କୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇଡ୍ରାମା କରାଯାଉଛି। ୭ ମାର୍ଚ୍ଚ ରୁ ଏଭଳି ଅଭାବନୀୟ ପରିସ୍ଥିତି…

ଆତ୍ମସମର୍ପଣ କଲେ ୯ ନକ୍ସଲ

ଭୂବନେଶ୍ୱର, ୨୬/୦୩ : ଆଜି ଛତିଶଗଡ଼ର ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି ବୋଲି ସୁକମା…

ଆଜି ବିଧାନସଭା ଘେରିବ କଂଗ୍ରେସ

ଭୂବନେଶ୍ୱର, ୨୭/୦୩ : ଆଜି ବିଧାନସଭା ଘେରାଉ କରିବାପାଇଁ ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ…

ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରେ ଖର୍ଚ୍ଚ ହେବ ୫୦ କୋଟି

ଭୂବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁପତ୍ର ହିତାଧିକାରୀ ମାନଙ୍କ…

୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଲେ ଅମିନ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅମିନ ଶିଶିର କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ତାଙ୍କୁ…

ବିଧାନସଭା ଆଗରେ କଂଗ୍ରେସ ବିଧାୟକ-ସୁରକ୍ଷାକର୍ମୀ ମୁହାଁମୁହିଁ : କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

ଭୂବନେଶ୍ବର, ୨୬/୦୩ : ବିଧାନସଭା ବାହାରକୁ ଯାଇଥିବା ସମୟରେ ୨ କଂଗ୍ରେସ ବିଧାୟକ ଏବଂ ବିଧାନସଭା ମାର୍ଶାଲଙ୍କ ମଧ୍ୟର ଧସ୍ତାଧସ୍ତି ହୋଇଛି। ଯାହାକୁ ନେଇ ବିଧାନସଭା ପରିସରରେ କଂଗ୍ରେସ ନେତାମାନେ ପ୍ରତିବାଦ କରିଛନ୍ତି। ଏମିତିକି ବିଧାନସଭା ଆଗରେ କଂଗ୍ରେସ ଅନେକ ତୁଙ୍ଗ…

୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର

ଭୂବନେଶ୍ୱର,୨୫/୦୩ : କଳାହାଣ୍ଡିରେ ଚଳିତମାସ ୩୦ରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ଘର ମୁଖ୍ୟମନ୍ତ୍ରୀ ବାଣ୍ଟିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ଅଧିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪…

ଓଡ଼ିଶାର ଖଣିକୁ ମିଶାଇ ୧୨ଟି ଖଣିର ନିଲାମ କଲେ ସରକାର

ଭୂବନେଶ୍ୱର: ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍‌ ୧୨ଟି ଖଣିର ନିଲାମ କରିଛି କୋଇଲା ମନ୍ତ୍ରଣାଳୟ । ଏଥିରେ ଆଠଟି ସମ୍ପୂର୍ଣ୍ଣ ଅନ୍ୱେଷଣ ଏବଂ ଚାରୋଟି ଆଂଶିକ ଅନ୍ୱେଷଣ ହୋଇଥିବା କୋଇଲା ଖଣି ସାମିଲ ରହିଛି । ଏହି ଖଣିଗୁଡ଼ିକ…