Category: ଭୁବନେଶ୍ବର

ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ : ଗଣଶିକ୍ଷା ମନ୍ତ୍ରୀ

ଭୂବନେଶ୍ବର,୨୮/୩ : ଓଡ଼ିଶାରେ ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବରୁ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ…

ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!

ଭୂବନେଶ୍ୱର: ବିଧାନସଭାରେ ଶୁକ୍ରବାର ଦିନ ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ସଦସ୍ୟଙ୍କ ପାଇଁ ପେନସନ ବଢାଇବାର ଦାବି ଜୋର ଧରିଛି। ଏହି ପ୍ରସଙ୍ଗ ସଭାର ‘ଶୂନ୍ୟ କାଳ’ରେ ଉଠିଥିଲା, ଯେଉଁଠାରେ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଏକଜୁଟ ହୋଇ…

ଏନ୍‌ଏଚ୍‌-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟ ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ)କୁ ଏନ୍‌ଏଚ୍‌-୫୫ର କଟକ-ଅନୁଗୋଳ ଅଂଶର ୧୧୨ କିଲୋମିଟର ରାସ୍ତାକୁ ଚାରିଥାକିଆ କରିବା ପାଇଁ ଦୁଇ ମାସର ସମୟ ଦେଇଛନ୍ତି। ବୁଧବାର ଦିନ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଅରିନ୍ଦମ…

କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ବେଳେ ଫାଟିଲା ସାମ୍ବାଦିକଙ୍କ ମୁଣ୍ଡ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ବିଭିନ୍ନ ଜିଲ୍ଲାରୁ ବସ୍‌, କାର, ବୋଲେରୋ ଯୋଗେ ଲୋକଙ୍କୁ ଆଣି ଭୁବନେଶ୍ୱରରେ ଏକାଠି କରିଥିଲା କଂଗ୍ରେସ । ରାମ ମନ୍ଦିର ଛକରୁ ପଦଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ କଂଗ୍ରେସ କର୍ମୀମାନେ ଏକାଠି…

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ସୁପରଭାଇଜର

ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା…

ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼, ୪ ଟଙ୍କା ବଢ଼ିଲା କ୍ଷୀର ଦାମ୍

ଆଜିକାଲି ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। ଯେଉଁଥିପାଇଁ ସମସ୍ତଙ୍କର ବଜେଟ୍ (Budget) ଉପରେ ପ୍ରଭାବ ପଡୁଛି। ଲୋକଙ୍କୁ ପନିପରିବା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏବେ ଦୁଗ୍ଧ ଉତ୍ପାଦନ କରୁଥିବା କମ୍ପାନୀ କ୍ଷୀରର ଦାମ୍ ବଢାଇବାକୁ…

ରାସନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ,ସକାଳ ୭ରୁ ୧୦, ସଂଧ୍ୟା ୫ରୁ ୮ଟା ଯାଏଁ ବଣ୍ଟନ ହେବ ରାସନ

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ…

ବଜ୍ରପାତ ରୋକିବାକୁ ପ୍ରୟାସ; ୧୯ ଲକ୍ଷ ତାଳଗଛ ରୋପଣ

ଭୂବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ ।…

ଲୋୟର ପିଏମଜିରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ : ତାରା, ଭକ୍ତ ଓ ମୋକିମଙ୍କୁ ଉଠାଇ ନେଲା ପୋଲିସ

ଭୂବନେଶ୍ୱର, ୨୭/୦୩ : ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି…

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ ବୋଲି…