Category: ଭୁବନେଶ୍ବର

ନବୀନ ନିବାସ ଛାଡ଼ିବେ ଭିକେ ପାଣ୍ଡିଆନ୍

ଭୂବନେଶ୍ୱର, ୨୩/୦୩ : ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ଶିବିରରେ ଗୁଞ୍ଜରଣ । ପାଣ୍ଡିଆନ ଖୁବଶୀଘ୍ର ଦଳ ସହିତ ସମ୍ପର୍କ ତୁଟାଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିକେ ପାଣ୍ଡିଆନ୍ ଖୁବ୍ ଶୀଘ୍ର ପଟ୍ଟନାୟକଙ୍କ ବାସଭବନ ନବୀନ…

୨୦୨୬-୨୭ରୁ ଲାଗୁ ହେବ ନୂଆ ସିଲାବସ୍ : ମନ୍ତ୍ରୀ

ଭୂବନେଶ୍ୱର, ୨୨/୦୩ : ଆସନ୍ତା ୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ଏ ବର୍ଷ ନୁହେଁ, ଆରବର୍ଷ ବଦଳିବ ସିଲାବସ୍

ଭୂବନେଶ୍ବର: ରାଜ୍ୟରେ ଏନଇପି ଲାଗୁ ଏବଂ ନୂଆ ସିଲାବସ୍‌ ନେଇ ପିଲାଙ୍କ ମନରେ ଦ୍ବନ୍ଦ୍ବ ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ବର୍ଷ ଏପ୍ରିଲରେ ରାଜ୍ୟରେ ଏନଇପି ଲାଗୁ ନେଇ ଚର୍ଚ୍ଚାରେ…

ମକ୍କା ମଦ୍ଦିନା ଯାତ୍ରୀଙ୍କୁ ବିମାନ ବନ୍ଦରେ ବିପୁଳ ସମ୍ବର୍ଦ୍ଧନା

ମକ୍କା ମଦ୍ଦିନା ଯାତ୍ରୀଙ୍କୁ ବିମାନ ବନ୍ଦରରେ ବିପୁଳ ସମ୍ବର୍ଦ୍ଧନା ଭୁବନେଶ୍ୱର – ମକ୍କା ମଦ୍ଦିନା ଯାତ୍ରା କରି ଫେରିଲେ ମେଘା ସପିଙ୍ଗ ବଜାରର ମୁଖ୍ୟ ତଥା ସମାଜସେବୀ ମହମ୍ମଦ ସାବିର ଓରଫ ମୁନା ଭାଇ।ଏହି ଅବସରରେ ନବ ନିର୍ବାଣ କୃଷକ ସଂଗଠନର…

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି: ମନ୍ତ୍ରୀ

ଭୂବନେଶ୍ୱର: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା…

୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଭୂବନେଶ୍ୱର: ଆସନ୍ତା ୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା…

ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି

ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି ଭୂବନେଶ୍ବର, ୨୨/୦୩ : ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। ସେ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିପାରନ୍ତି…

ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଭୂବନେଶ୍ୱର, ୨୧/୦୩ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ…

‘ଆୟୁଷ୍ମାନ ଭାରତ ଯୋଜନା’ ସମେତ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ମିଳିଳା ମଞ୍ଜୁରୀ

ଭୂବନେଶ୍ବର,୨୧/୩ : ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ…

ସରିଲା ୭ ଦିନର ନିଲମ୍ବନ, ମୁଣ୍ଡିଆ ମାରି ଗୃହ ଭିତରକୁ ଗଲେ ତାରା

ଭୂବନେଶ୍ଵର: ୭ ଦିନ ପରେ ବିଧାନସଭାକୁ ପୁଣି ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ସରିବା ପରେ ଆଜି ବିଧାନସଭା ପହଞ୍ଚିଛନ୍ତି ତାରା ବାହିନୀପତି । ଗୃହ ଭିତରକୁ ଯିବା ପୂର୍ବରୁ ମୁଣ୍ଡିଆ ମାରି ବିଧାନସଭାକୁ…