ଭଦ୍ରକରେ ବନ୍ୟାର ଭୟଙ୍କର ରୂପ: ୧.୦୭ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର
ଭଦ୍ରକରେ ବନ୍ୟାର ଭୟଙ୍କର ରୂପ: ୧.୦୭ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ ଏବଂ ୧୩୪ଟି ଗାଁ…
