ବିନିଯୋଗ କ୍ଷେତ୍ରରେ ଓଡ଼ିଶାର ଦମଦାର ପ୍ରଦର୍ଶନ, ଜାତୀୟ ସ୍ତରରେ ୫ମ ସ୍ଥାନ
ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ପ୍ରଥମ **’ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (Investment Friendliness Index)-୨୦୨୬’**ରେ ଓଡ଼ିଶା ଦେଶର ୫ମ ସର୍ବୋତ୍ତମ ବିନିଯୋଗ ଗନ୍ତବ୍ୟ ରାଜ୍ୟ ଭାବେ ସ୍ଥାନ ପାଇଛି। ଏହି ସଫଳତା ସହ ଓଡ଼ିଶା ‘ଟପ୍ ପର୍ଫର୍ମର’ ରାଜ୍ୟମାନଙ୍କ ଶ୍ରେଣୀରେ…
