₹୮ ହଜାର ଲାଞ୍ଚ ନେଉଥିଲେ ଆରଆଇ, ଅଫିସ୍ ଚାମ୍ବରରୁ ଧରିଲା ଭିଜିଲାନ୍ସ
₹୮ ହଜାର ଲାଞ୍ଚ ନେଉଥିଲେ ଆରଆଇ, ଅଫିସ୍ ଚାମ୍ବରରୁ ଧରିଲା ଭିଜିଲାନ୍ସ ଜୟପୁର: ସରକାରୀ କାମ ପାଇଁ ଲାଞ୍ଚ ନେବା ଅଭିଯୋଗରେ ପୁଣିଥରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କଲର ଆରଆଇ…
