Category: Crime

ଗଞ୍ଜାମର ଦୁର୍ଦାନ୍ତ ଅପରାଧୀ କାଳିଆ ପୁଲିସ ଏନକାଉଣ୍ଟରରେ ଆହତ

ବ୍ରହ୍ମପୁର, ୨୬.୭: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଶନିବାର ଭୋର ସମୟରେ ପୁଲିସ ଓ ଜଣେ ଦୁର୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଘଟଣାରେ କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଗୁଳିବିଦ୍ଧ ହୋଇଛି। ତାଙ୍କ ଆଣ୍ଠୁରେ ଗୁଳି…

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ

ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ ବାଲିଗୁଡା, ତା, ୨୫/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ…

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କଠୋର ରାୟ, ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ କଠୋର ରାୟ; ୪ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ: ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅନୁଗୋଳର ବହୁଚର୍ଚ୍ଚିତ ମାମଲାରେ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ…

୯୫ଲିଟର ଦେଶୀମଦ ଜବତ

୯୫ଲିଟର ଦେଶୀମଦ ଜବତତାଳଚେର, ୨୩/୦୭ ତାଳଚେର ଅବକାରୀ ବିଭାଗ ପକ୍ଷରୁ କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟରୁ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୫ଲିଟର ଦେଶୀମଦ ଓ ଏକ ହିରୋ ସ୍ପେ୍ଲଣ୍ଡରପ୍ଲସ୍ ଓଡ଼ି ୨୮ଏ – ୬୦୩୯କୁ ଜବତ…

ନକଲି ବ୍ୟାଙ୍କ ଆପ୍ ବନାଇ ସାଇବର ଜାଲ ବିଛାଉଥିଲା, ୧୮ ବର୍ଷୀୟ ଗିରଫ

ସୁରତ/କାନପୁର: କୃତ୍ରିମ ବୁଦ୍ଧିମତ୍ତା (AI)କୁ ବ୍ୟବହାର କରି ନକଲି ବ୍ୟାଙ୍କିଂ ଆପ୍ ପ୍ରସ୍ତୁତ କରି ସାରା ଦେଶରେ ସାଇବର ଠକେଇ ଚଳାଉଥିବା ଜଣେ ୧୮ ବର୍ଷୀୟ ଯୁବକଙ୍କୁ ସୁରତ ସିଟି ସାଇବର କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ଅଭିଯୁକ୍ତ ହେଲେ ରୋହିତ…

ବ୍ରାଉନସୁଗାର୍ ଗ୍ୟାଙ୍ଗର ପର୍ଦ୍ଦାଫାଶ ୬ଜଣ ଅଭିଯୁକ୍ତ ଗିରଫ, ମୋବାଇଲ, ମୋଟର ସାଇକେଲ ଓ ନଗଦଟଙ୍କା ଜବତ୍

ବ୍ରାଉନସୁଗାର୍ ଗ୍ୟାଙ୍ଗର ପର୍ଦ୍ଦାଫାଶ ୬ଜଣ ଅଭିଯୁକ୍ତ ଗିରଫ, ମୋବାଇଲ, ମୋଟର ସାଇକେଲ ଓ ନଗଦଟଙ୍କା ଜବତ୍। କେନ୍ଦୁଝର ଜିଲ୍ଲାରେ ବ୍ରାଉନ ସୁଗାର୍ ବ୍ୟବସାୟ ଗ୍ୟାଙ୍ଗର ପର୍ଦ୍ଦାଫାଶ, ୬ଜଣ ଅଭିଯୁକ୍ତଙ୍କ ସହ ନଗଦ ପଚାଶ ହଜାର ଟଙ୍କା ଗୋଟିଏ ମୋବାଇଲ୍ ଫୋନ୍ ଏବଂ…

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ: କାରରୁ ୧୮୬ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ରେଢ଼ାଖୋଲରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ଚଢ଼ାଉ: କାରରୁ ୧୮୬ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର ସମ୍ବଲପୁର: ଗଞ୍ଜେଇ ଚୋରାଚାଲାଣ ଉପରେ ରେଢ଼ାଖୋଲ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଢ଼ାଖୋଲ ସହରର ଭୀମଭୋଇ ଛକ ନିକଟରେ ପୋଲିସ ଚଢ଼ାଉ କରି ଏକ…

ବାଲୁଅକଟା ହତ୍ୟା ମାମଲାରେ ବଡ଼ ସଫଳତା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପ୍ରେମ ସମ୍ପର୍କକୁ ନେଇ ହତ୍ୟା, ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ୨ ସହଯୋଗୀ ମଧ୍ୟ ଗିରଫ ଅନୁଗୋଳ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ବାଲୁଅକଟା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣା ପରେ ଜଙ୍ଗଲରେ ଲୁଚିଥିବା ମୁଖ୍ୟ…

ଆଇନର ରକ୍ଷକ ଏବେ ଅଭିଯୁକ୍ତ: ଦୁଷ୍କର୍ମ ଅଭିଯୋଗରେ OASI ଗିରଫ

ଗଞ୍ଜାମ/ଛତ୍ରପୁର – ପୁଲିସ ବିଭାଗକୁ ନେଇ ପୁଣିଥରେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଛତ୍ରପୁର ରିଜର୍ଭ ପୁଲିସର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀ ହେଉଛନ୍ତି ଓଏଏସଆଇ…

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ, ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ରାୟଗଡ଼ା ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସାର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଜଣେ ହିତାଧିକାରୀଙ୍କ ଠାରୁ ପଟ୍ଟା ଟ୍ରାନ୍ସଫର କରିବା ପାଇଁ ୨୫…

You missed