Category: Crime

ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼ : ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମିଳିଥିବା ସୂଚନା ମୁତାବକ, ଏକ କାର୍‌ରେ…

ଟଙ୍କା ନ ଦେବାରୁ ମା’ଙ୍କୁ ଆକ୍ରମଣ: ଆଶ୍ରମରେ ପଶି ଅମାନବୀୟ କାଣ୍ଡ ଭିଆଇଲା ପୁଅ

ଅନୁଗୋଳ: ନିଶାସକ୍ତ ପୁଅର ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିଶା ପାଇଁ ଟଙ୍କା ନ ମିଳିବାରୁ ଜଣେ ପୁଅ ନିଜ ବୃଦ୍ଧା ମା’ଙ୍କୁ ନିର୍ମମ ଭାବେ ଆକ୍ରମଣ କରିବା ସହ ତାଙ୍କ ହାତର ଆଙ୍ଗୁଠିକୁ କାମୁଡ଼ି ଗୁରୁତର ଆହତ କରିଥିବା…

ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍

ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲାରେ ଖଣି ବିଭାଗର ଚଢାଉ କୋଟି କୋଟି ଟଙ୍କାର ଚୋରା ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳରେ ଖଣି ବିଭାଗର ଚଢାଉ ।…

ଧାନ ଚୋରାଚାଲାଣ ବେଳେ ଧାନ ବୋଝେଇ ପିକପ ଜବତ …..

ଧାନ ଚୋରାଚାଲାଣ ବେଳେ ଧାନ ବୋଝେଇ ପିକପ ଜବତ …..! ଜୁନାଗଡ଼ (ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଲିଛଡା ମଣ୍ଡି ଓ ମହିଭର ମଣ୍ଡି, କେଲିଆ ମଣ୍ଡି, କଳିଆକୁଣ୍ଡଳମଣ୍ଡି, ଭେଜିପଦର ମଣ୍ଡି ରେ ହଜାର ହଜାର କୁଇଣ୍ଟାଲ…

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ପୁରୀ – ପୁରୀରେ ବଳିଆପଣ୍ଡା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଓ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ରାଉରକେଲାରେ ଡବଲ୍ ଏନକାଉଣ୍ଟର

ରାଉରକେଲା: ରାଉରକେଲା ପୁଲିସକୁ ବଡ ସଫଳତା । ଆଜି ଭୋର ସାଢେ ୩ଟା ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ତୋଫାନ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ…

ଭଡ଼ାଟିଆଙ୍କ ଘରୁ ଚୋରି : ୨ଗିରଫଗୋଟିଏ ସୁନାଚେନ୍‌, ୪ଟି ସୁନାମୁଦି, ୨ଟି କାନଫୁଲ, ୨ଟି ସୁନାଚୂଡ଼ି, ୧ଟି ମଙ୍ଗଳସୂତ୍ର, ୧ଟି ରୂପାକଙ୍କଣ

ଭଡ଼ାଟିଆଙ୍କ ଘରୁ ଚୋରି : ୨ଗିରଫଗୋଟିଏ ସୁନାଚେନ୍‌, ୪ଟି ସୁନାମୁଦି, ୨ଟି କାନଫୁଲ, ୨ଟି ସୁନାଚୂଡ଼ି, ୧ଟି ମଙ୍ଗଳସୂତ୍ର, ୧ଟି ରୂପାକଙ୍କଣ ତାଳଚେର, ୨୦/୦୬ ତାଳଚେର ଟାଉନ ଥାନା ଅନ୍ତର୍ଗତ ପୌରାଚଂଳ ୱାର୍ଡ଼ ନଂ-୨ ବ୍ରାହ୍ମଣଶାସନ ଡ଼ିଗଲ ମିଶ୍ରଙ୍କ ଘରେ ଦୀର୍ଘ…

କେବୁଲ ଚୋରି ଘଟଣାରେ ୩ ଗିରଫ, ୨ କ୍ୱିଣ୍ଟାଲ କେବୁଲ ଜବତ

କେବୁଲ ଚୋରି ଘଟଣାରେ ୩ ଗିରଫ, ୨ କ୍ୱିଣ୍ଟାଲ କେବୁଲ ଜବତ ରିପୋର୍ଟ: ସୁଶୀଲ କୁମାର ଆଇଚ ତାଳଚେର: ତମ୍ବା କେବୁଲ ଚୋରି ଘଟଣାରେ ବିକ୍ରମପୁର ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ…

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ ରିପୋର୍ଟ: ସୁଶୀଲ କୁମାର ଆଇଚ ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ…

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନ ଅଧୀନରେ ପୁଣି ଥରେ ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି । ଡେଲାଙ୍ଗ ଅଞ୍ଚଳର ଫରେଷ୍ଟର ରାକେଶ ପଣ୍ଡାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ସମୟରେ ଭିଜିଲାନ୍ସ ଟିମ୍ ଧରିଛି ।…