ଅନୁଗୁଳ ବନ ବିଭାଗର ଅପରାଧ ଡାଏରୀ – ୧୧ କେଭି ଲାଇନରୁ ବିଛାଯାଇଥିବା ଏକ ବେଆଇନ ବୈଦ୍ୟୁତିକ ହୁକିଂ ଚିହ୍ନଟ
ଅନୁଗୁଳ ବନ ବିଭାଗର ଅପରାଧ ଡାଏରୀ: -୧୨ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୨:୧୦ ସମୟରେ, ଅନୁଗୁଳ ବନ ବିଭାଗର ଅନୁଗୁଳ ରେଞ୍ଜ ଅନ୍ତର୍ଗତ ପୁରୁଣାଗଡ଼ ସେକ୍ସନର କର୍ମଚାରୀମାନେ ଏକ ମିଳିତ ରାତ୍ରି ପାଟ୍ରୋଲିଂ ସମୟରେ, ପୁରୁଣାଗଡ଼-ସରଦାପୁର ରାସ୍ତା ଦେଇ କଳାପଟା…
