Category: Crime

ଭିଜିଲାନ୍ସ ଜାଲରେ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣି

ଭିଜିଲାନ୍ସ ଜାଲରେ ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର କିରାଣି । ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ମାଳ ମାଳ ଅଧିକାରୀ କିନ୍ତୁ ତଥାପି ଥମୁନି ଲାଞ୍ଚ କାରବାର। ବିଗତ ଦିନରେ ରାଜ୍ୟରେ ଦେଖାଯାଉଛି ମାଳ ମାଳ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କିନ୍ତୁ…

ଖାକିରେ ଦାଗ ;୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ SI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍‌ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର…

ଲାଲକିଲ୍ଲା ପରିସରରୁ ସୁନା, ହୀରା ଲାଗିଥିବା ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଚୋରିର ଏକ ଘଟଣା ଏବେ ହଇଚଇ ସୃଷ୍ଟି କରିବା ସହ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସରରୁ କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ ଚୋରି ହୋଇଥିବା ମାମଲା ଶନିବାର…

ଚୋରାରେ କରୁଥିଲେ ଗଞ୍ଜେଇ କାରବାର ମାଡିବସିଲା ପୋଲିସ୍ ଗଞ୍ଜେଇ ସମେତ ଦଶ ଗିରଫ

ଚୋରାରେ କରୁଥିଲେ ଗଞ୍ଜେଇ କାରବାର ମାଡିବସିଲା ପୋଲିସ୍ ଗଞ୍ଜେଇ ସମେତ ଦଶ ଗିରଫ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଗଞ୍ଜେଇ ଆଣି କରୁଥିଲେ କାରବାର, ମାଡିବସିଲା ପୋଲିସ୍, ଏକୋଇଶି କେଜିରୁ ଉର୍ଦ୍ଧ ଜଞ୍ଜେଇ ସମେତ…

ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି

ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।…

ଚାକିରି କରାଇ ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର

ଭୁବନେଶ୍ୱର, ୩୧/୦୮ : ଚାକିରି କରାଇବାକୁ କହି ଯୁବତୀଙ୍କୁ ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥ କଡ଼ରେ ଗଣଦୁଷ୍କର୍ମ ହୋଇଛି । ଘଟଣାସ୍ଥଳୁ ସମସ୍ତ ଯୁବକ ଫେରାର ଥିବା ବେଳେ ପୀଡ଼ିତା ଉଦଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାମୟୂରଭଞ୍ଜ ଜିଲ୍ଲା…

ଭତ୍ତା ହଡପ ମାମଲାରେ ପୃର୍ବତନ ପିଇଓ ଗିରଫ

ଭତ୍ତା ହଡପ ମାମଲାରେ ପୃର୍ବତନ ପିଇଓ ଗିରଫ ଯାଜପୁର___ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ ପିମ୍ଫୁଡିଆ ପଞ୍ଚାୟତର ପୃର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଆଇଓ) ସନ୍ତୋଷ ଜେନାଙ୍କୁ ଆଜି କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଦାନଗଦି ବ୍ଳକ କାର୍ଯ୍ୟାଳୟ ରୁ…

ଝୁମ୍ପୁରା ପୋଲିସ କୁ ବଡ ସଫଳତା । ୯ ଚୋରା ବାଇକ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଗିରଫ କରିଛି ଝୁମ୍ପୁରା ପୋଲିସ

ଝୁମ୍ପୁରା ପୋଲିସ କୁ ବଡ ସଫଳତା । ୯ ଚୋରା ବାଇକ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଗିରଫ କରିଛି ଝୁମ୍ପୁରା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝୁମ୍ପୁରା ଥାନା ଅଧିନ ଅର୍ଶଳା ଗ୍ରାମ ଏମଡ଼ି. ମୋହିବ (୩୯), ଏବଂ…

ବେଲପାହାଡ଼ ପୌର ପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ଘଟଣା ଫର୍ଦାଫାଶ”: ପୌର ଆକାଉଣ୍ଟଟାଣ୍ଟ ବିଭୂତି ସାହୁ ଗିରଫ

“ବେଲପାହାଡ଼ ପୌର ପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ଘଟଣା ଫର୍ଦାଫାଶ”:: ପୌର ଆକାଉଣ୍ଟଟାଣ୍ଟ ବିଭୂତି ସାହୁ ଗିରଫ, ପ୍ରଶାସନ ହାତରେଛୋଟ ମାଛ? ବଡ଼ ମାଛ କେବେ ଜାଲରେ.? ::ତା:୧୯/୮/୨୦୨୫: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌର ପରିଷଦରେ କୋଟି କୋଟି ଟଙ୍କା…

ଘୋର କଳୀକାଳ, ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ଘୋର କଳୀକାଳ, ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ ଦୁନିଆକୁ ଘାରିଛି ଘୋର କଳୀକାଳ, ରକ୍ତ ଚିନ୍ନହୁନି ନିଜ ରକ୍ତକୁ, ସାନ ଭାଇର ଟାଗିଂଆ ଚେlଟରେ ବଡ ଭାଇର ମୣତ୍ୟ l ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଚମ୍ପୁଆ…