Category: Crime

ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ :ଅଭିଯୁକ୍ତ ଗିରଫ

ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ :ଅଭିଯୁକ୍ତ ଗିରଫ ହିନ୍ଦୋଳ :20/4/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ଅଭାବନୀୟ, ବର୍ବର ଓ ଅମାନୁଷିକ କାଣ୍ଡ ଘଟିଯାଇଛି, ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ହିନ୍ଦୋଳ ଅଂଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସ୍ଥାନୀୟ ଅଞ୍ଚଳରେ ଦିନମଜୁରିଆ କାମକରି…

ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଦମ୍ପତି ଫେରାର

ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଦମ୍ପତି ଫେରାର ଅନୁଗୋଳ:ଅନୁଗୋଳ ଜିଲ୍ଲା ବଅଂରପାଳ ବ୍ଲକ ଭୋଗ ବେରଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ପ୍ରାୟ ୪୦ ଜଣ ମହିଳାଙ୍କ ଠାରୁ ସେହି ଗ୍ରାମର ସୁମନ୍ତ ନାଏକ ଏବଂ ତାଙ୍କ ପତ୍ନୀ ଧରିତ୍ରୀ ନାଏକ…

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ୨୨ଟି ଦାମୀ ପ୍ଲଟ ଜବତ

ଅନୁଗୋଳ/ଆଠମଲ୍ଲିକ – ଆଜି ଗିରଫ ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ ।ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମିଳିବା ପରେ ଏହି କୋଟିପତି ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।ତେବେ ଚଢାଉ ବେଳେ AEEଙ୍କର…

କଟକରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସ

ଭୂବନେଶ୍ୱର, ୧୭/୦୪/୨୦୨୫ : ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି…

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ…

ଗଞ୍ଜେଇ କାରବାର କରୁଥିଲେ ୩ ଆଇଆରବି ଯବାନ ;ଚାକିରିରୁ ବହିଷ୍କୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ…

୧୦ କୋଟି ଟଙ୍କାର ଗଞ୍ଜେଇ ଜବତ: ରାଜସ୍ଥାନକୁ ଚାଲାଣ ହେଉଥିଲା ଚାଲାଣ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। କୋରାପୁଟ ଜିଲ୍ଲା ଲମତାପୁଟ ପୁଡିଙ୍ଗ ଜଙ୍ଗଲରୁ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ସବୁ ରାଜସ୍ଥାନକୁ ଚାଲାଣ ହେଉଥିଲା। ଖବର ପାଇ ମାଡିବସିଲା ପୋଲିସ। ଗଞ୍ଜେଇ ଚାଲାଣ ବେଳେ ରାସ୍ ଛକ…

ଟ୍ରେନରେ ୪ଟି ଲଗେଜ୍ ବ୍ୟାଗରେ ଚାଲାଣ ହେଉଥିଲା ଗଞ୍ଜେଇ, ମହିଳାଙ୍କୁ ଧରିଲା ପୋଲିସ

ଭଦ୍ରକ: ଭଦ୍ରକ ଜିଆରପି ପୋଲିସକୁ ମିଳିଛି ବଡ଼ ସଫଳତା । ନୀଳାଚଳ ଏକ୍ସପ୍ରେସରୁ ୪ଟି ଲଗେଜ୍ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କଲା ଜିଆରପି । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ମହିଳାଙ୍କୁ ଅଟକ…

ରାଜଧାନୀରେ ଏନକାଉଣ୍ଟର: ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ଭୂବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି। ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି।…

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା…