Category: Crime

ଗଞ୍ଜେଇ ଚାଲାଣ: ୩ IRB ଯବନା ଗିରଫ

ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଲଣ ଧରାପଡିଲେ ୩ IRB ଯବାନ । ବୌଦ୍ଧ ମନମୁଣ୍ତା ପୋଲିସ ବ୍ୟାରେକରେ ଚଢାଉ କରିଥିଲା ଯେଉଁଠି ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ଗିରଫ କରି କୋର ଯବାନଙ୍କୁ…

ରାଉରକେଲା ବିଶ୍ରାରେ ନକଲି ମୋବିଲ କାରଖାନା ଠାବ, ୨ ଅଟକ

ରାଉରକେଲା: ରାଉରକେଲାରେ ନକଲି ମୋବିଲ କାରଖାନା ଠାବ ହୋଇଛି । ରାଉରକେଲାର ବିଶ୍ରା ଅଞ୍ଚଳରେ ନକଲି ମୋବିଲ୍ କାରଖାନା ଠାବ କରିଛି ପୋଲିସ । ବିଶ୍ରା ଥାନା ଅଞ୍ଚଳରେ ଥିବା ଆସିୟାନା କଲୋନୀର ଏକ ଭଡ଼ା ଘରେ ଚାଲିଥିଲା ଏହି କମ୍ପାନୀ…

ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍‌ କାବୁ କଲା ପୋଲିସ; ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ସଫଳତା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଦ ଦୋକାନକୁ ଟାର୍ଗେଟ୍ କରି ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ସେମାନଙ୍କ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଫେରାର ଅଧ୍ୟାପକ

ଯାଜପୁର: ଜେଲ ଗଲେ ଫେରାର ଅଧ୍ୟାପକ। ବରୀ ଅଧିନସ୍ଥ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜୈନେକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ଧଳକୁ ପୋଲିସ ଗୁଜୁରାଟର ସୁରଟରୁ ଗିରଫ କରିଛି। ଏକ ସ୍ୱତନ୍ତ୍ର ଟିମ ସହାୟତାରେ ଗିରଫ କରି ଆଜି ଯାଜପୁର…

ଟଙ୍କା ହଡପ ଅଭିଯୋଗରେ ରାଧାଦେଇପୁର ପିଓ ଗିରଫ

ଟଙ୍କା ହଡପ ଅଭିଯୋଗରେ ରାଧାଦେଇପୁର ପିଓ ଗିରଫ ବ୍ରହ୍ମପୁରଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି, ରାଧାଦେଇପୁର ପିଓ କ୍ଷେତ୍ର ମୋହନ ନାୟକ ଟଙ୍କା ହଡପ ଅଭିଯୋଗରେ ଗିରଫ କରିଛି ଦୁର୍ନୀତି ନିବାରଣ ବିଭାଗ।କ୍ଷେତ୍ର ମୋହନ ନାୟକ ସରକାରୀ ଟଙ୍କା କୁ ହଡପ କରି କ୍ରିକେଟ…

ହୁକା ବାରରେ ଚଢାଉ ୪୭ଟି ହୁକା ପାତ୍ର ଜବତ

ହୁକା ବାରରେ ଚଢାଉ ୪୭ଟି ହୁକା ପାତ୍ର ଜବତ ବ୍ରହ୍ମପୁର,ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ସହର ରେ ଦିନକୁ ଦିନ ନିଶା ସେବନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏହାକୁ ଦୃଷ୍ଟି ରେ ରଖି ସହରର ଅଭିଭାବକ ଏବଂ ନାଗରିକଙ୍କ ପକ୍ଷରୁ…

ଜଜଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ନଗଦ ଟଙ୍କା । ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ବିବାଦ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣା…

ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ

ଝାରସୁଗୁଡା: ଜେସିବି ଲଗାଇ ଏଟିଏମ ତାଡ଼ି ନେଇଗଲେ ଦୁର୍ବୃତ୍ତ। ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ ଚୋରି ହୋଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଜେସିବି ଲଗାଇ ଏହି ଏଟିଏମକୁ ତାଡ଼ି…

ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର

ଭୂବନେଶ୍ୱର: ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ…

ଚାଉଳ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ବୌଦ୍ଧ: ଚାଉଳ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ। ଟ୍ରକ୍‌ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ। ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ। ବୌଦ୍ଧ ଜିଲ୍ଲା…