ଦେଶୀବନ୍ଧୁକ କାରବାର ଅଭିଯୋଗରେ ଦୁଇଜଣକୁ ଗିରଫକଲା ଚମ୍ପୁଆ ପୋଲିସ – ବନ୍ଧୁକ ଜବତ
ଦେଶୀବନ୍ଧୁକ କାରବାର ଅଭିଯୋଗରେ ଦୁଇଜଣକୁ ଗିରଫକଲା ଚମ୍ପୁଆ ପୋଲିସ – ବନ୍ଧୁକ ଜବତ କେନ୍ଦୁଝର ……. କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ କୋଦଗାଡିଆ ନିକଟରେ ଚୋରା ଦେଶୀ ବନ୍ଧୁକ କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ।ଆଜି…
