Category: Crime

ଭାଙ୍ଗମୁଣ୍ଡା ଗ୍ରାମରେ ଭାଇ ଭଉଣୀ କୁ ଗୁଳି ମାଡ଼

ଅନୁଗୋଳ – ବର୍ତ୍ତମାନ ର ବଡ ଖବର ଭାଙ୍ଗମୁଣ୍ଡା ଗ୍ରାମରେ ଭାଇ ଭଉଣୀ କୁ ଗୁଳି ମାଡ଼। ଗୁଳି ମାଡ କିଏ ଓ କାହିଁକି କଲା ତାହା ଏବେ ଅସ୍ପଷ୍ଟ ରହିଛି ।ଏପରି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର…

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ବୋରିଗୁମ୍ମା: ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଆସିଷ୍ଟାଣ୍ଟ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି। ବର୍ତ୍ତମାନ ସେ ଆରଆଇ ପୋଷ୍ଟରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ଭୂବନେଶ୍ୱର, ୨୬/୧୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଚଢାଉ । ସକାଳୁ ସକାଳୁ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ ଏମଆଇ

କୋରାପୁଟ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା…

କୋରାପୁଟ ଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା…

ନାବାଳିକା ଦୁଷ୍କର୍ମ ଘଟଣା : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ଭୂବନେଶ୍ୱର, ୦୫/୧୨ : ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪…

କେନ୍ଦୁଝର ଜିଲ୍ଲାରେ ମାଫିଆଙ୍କ ରାଜୁତି, ସରକାରୀ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣ

କେନ୍ଦୁଝର ଜିଲ୍ଲାରେ ମାଫିଆଙ୍କ ରାଜୁତି, ସରକାରୀ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣ କେନ୍ଦୁଝର :- ମନେହୁଏ ଖଣି ଗର୍ଭା କେନ୍ଦୁଝର ଜିଲ୍ଲାରେ ଚାଲିଛି ଖଣି ମାଫିଆ ମାନଙ୍କ ରାଜୁତି, ଏହି ମାଫିଆ ମାନେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି।…

ଝରକା ଗ୍ରୀଲ କାଟି ଚୋରି

ଝରକା ଗ୍ରୀଲ କାଟି ଚୋରି ବଅଁରପାଳ, ୧/୧୨ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମର ସତ୍ୟାନନ୍ଦ ସାମଲ ଙ୍କ ଘରେ ଗ୍ରୀଲ ତାଡ଼ି ଦୁର୍ବୁତ୍ତ ମାନେ ୪୦ ହଜାର ଟଙ୍କା ରୁ ଉର୍ଦ୍ଧ ସମ୍ପତ୍ତି ଚୋରି କରିଥିବା ଜଣାପଡିଛି ଘଟଣା…

କୋଇଲା ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ

କୋଇଲା ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ ଦୁଇ ଅଭିଯୁକ୍ତ ଗିରଫ, ୩୮ କୁଇଣ୍ଟାଲ କୋଇଲା ସହ ପିକଅପ ଭେନ ଜବତ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ପୋଲିସ ପକ୍ଷରୁ ମହିଧରପୁର ଅଞ୍ଚଳରୁ କୋଇଲା ଚୋରା ଚାଲାଣ…

୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଭିଜିଲାନ୍ସ କୋର୍ଟ

ଭୂବନେଶ୍ବର: ଦୁର୍ନୀତିଖୋର ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ଆଜି ୧୪ ଜଣ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ବିଭାଗର ବିଭିନ୍ନ କୋର୍ଟରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀମାନଙ୍କ ମଧ୍ୟରେ ୫ ଜଣ ପୂର୍ବତନ…