Category: Culture of world & Local cultures

ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ…

ରଥ ଉପରେ ତିନିଦିଅଙ୍କୁ ଦେଖିବାକୁ ଭକ୍ତଙ୍କ ଭିଡ଼

ରଥ ଉପରେ ତିନିଦିଅଙ୍କୁ ଦେଖିବାକୁ ଭକ୍ତଙ୍କ ଭିଡ଼ ତାଳଚେର, ୦୬/୦୭ ଆଶାଢ଼ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ପବିତ୍ର ତିଥିରେ ରଥ ଉପରେ ତିନିଦିଅ ବିରାଜମାନ ହୋଇଥିବାରୁ ଦର୍ଶନ କରିବାକୁ ଭକ୍ତମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଆଜିଭଳି ପବିତ୍ର ଦିନରେ ରଥ…

ପବିତ୍ର ହରିଶୟନ ଏକାଦଶୀ; ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ଅନୁଷ୍ଠିତ ହେବ ସୁନାବେଶ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ…

ହରିଶୟନ ବଡ଼ ଏକାଦଶୀ ନୀତି ପାଳିତ

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ମନ୍ଦିର ରେ ଆଜି ଆଷାଢ଼ ମାସ ର ହରିଶୟନ ବଡ଼ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ,ନୂତନ ବସ୍ତ୍ର , ତୁଳସୀ ହାର,ଫୁଲ ହାର,…

ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖୂ ଭାଇ ଭଉଣୀଙ୍କୁ ଘେନି

ଲୀଳାଖେଳା ସାରି ବାହୁଡ଼ିଲେ ଚକା ଆଖୂ ଭାଇ ଭଉଣୀଙ୍କୁ ଘେନି ଅନୁଗୋଳ : ଆଜି ବାହୁଡା଼ ଯାତ୍ରା ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥ୍‌ରେ ଧରି…

ସିଂହଦ୍ବାର ଆଗରେ ଲାଗିଲା ତିନି ରଥ

ନବଦିନାତ୍ମକ ରଥଯାତ୍ରା ଶେଷ କରି ଶ୍ରୀଜିଉମାନେ ଆଜି ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଛନ୍ତି। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିଲା ପରେ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତଙ୍କ ସହିତ ଭାବ ବିନିମୟ କରି ଶ୍ରୀଜିଉମାନେ ବଡ଼ଦେଉଳ…

ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥ ଯାତ୍ରା ରେ ଝୁମିଲେ ଭକ୍ତ

ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥ ଯାତ୍ରା ରେ ଝୁମିଲେଭକ୍ତ କଳାହାଣ୍ଡି ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆଓଚିଚୈ ଗୁଡାଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ସମାପନ ହୋଇଯାଇଛି,ଏହି ରଥଯାତ୍ରା ପିଲିକିଆରେ ପ୍ରଭୁଙ୍କ ଛେରାପହଁରା ଶ୍ରୀ କୃପାସିନ୍ଧୁ ପଣ୍ଡା କରିଥିବାବେଲେ, ଚିଚୈଗୁଡାରେ ପ୍ରଭୁ ଜଗନ୍ନାଥଙ୍କ…

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଅନ୍ତିମ ଦିବସସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଅନ୍ତିମ ଦିବସସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମରୋହର ୯ଦିନ ଧରି ଭଜନ ସଂଧ୍ୟା ଚାଲିଆସୁଥିବାବେଳେ ଆଜି ଅନ୍ତିମ ଦିବସ ସକାଳ ୧୦ ଘଟିରେ ଉଦ୍‌ଘାଟିତ ହୋଇଯାଇଅଛି । ଅନ୍ତିମ ଦିବସରେ ମୁଖ୍ୟ ଅତିଥି…

ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା ଅନୁଗୁଳ, ୦୫ ଜୁଲାଇ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ବେଶ ଆଧ୍ୟାତ୍ମିକ ଓ ଭକ୍ତି ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ…

ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ଗଡ଼ିଲା ୩ ରଥ

ଆଗେ ଆଗେ ପ୍ରଭୁ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା । ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ…