ବିଜେପି କୋରପରେଟର ଓ କର୍ମୀଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମା ତାରାଦେଵୀଙ୍କ ଦର୍ଶନ l
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଆରାଧ୍ୟ ଦେବୀ ମା ତାରା ଦେବୀ ଙ୍କ ଧୁମଧାମରେ ଜାରୀ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ମା ଙ୍କ ଦର୍ଶନ ପାଇଁ ଆସିବା ଯାତ୍ରାର ଉତ୍ସବ କୁ ଦୁଇ ଗୁଣିତ କରୁଛି l ମା ଙ୍କ…
