Category: କେନ୍ଦୁଝର

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ ବଡ଼ବିଲ:କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ତଥା ବଡ଼ବିଲ ସଂଲଗ୍ନ ବଲାଣି ଥାନା ଅନ୍ତର୍ଗତ ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏକ ବିଲାତି ବୋଝେଇ ପିକଅପ ଗାଡ଼ି। ଯାହାକି ସୂଚନା ରହିଛି…

ରେଳଧାରଣା ପାର୍ କଲେ ଚାରି ଟିକିଆ ହାତୀପଲ, ହାତୀଙ୍କ ପାଇଁ ଅଟକିଲା ମାଲବାହି ଟ୍ରେନ

ରେଳଧାରଣା ପାର୍ କଲେ ଚାରି ଟିକିଆ ହାତୀପଲ, ହାତୀଙ୍କ ପାଇଁ ଅଟକିଲା ମାଲବାହି ଟ୍ରେନ। କେନ୍ଦୁଝର ଜିଲ୍ଲା ଯୋଡ଼ା-ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆଜି ଏକ ଅଭୂତପୂର୍ବ ଘଟଣା ଘଟିଛି। ବାମେବାରି ଥାନା ନମିରା ନିକଟସ୍ତ ବେଡ଼ାବନ୍ଧା (ବେଡା ବନ୍ଧ) ନିକଟରେ ଏକ…

ସିଆଇଟିୟୁ ସହ ଅନ୍ୟ ଟ୍ରେଡ୍ ୟୁନିଅନର ଡାକରାରେ ଭାରତ ବନ୍ଦ୍ ଆନ୍ଦୋଳନ

ସିଆଇଟିୟୁ ସହ ଅନ୍ୟ ଟ୍ରେଡ୍ ୟୁନିଅନର ଡାକରାରେ ଭାରତ ବନ୍ଦ୍ ଆନ୍ଦୋଳନ। ବଡ଼ବିଲ ୧୨/୧/୨୬:(ସରୋଜ କୁମାର ମହାପାତ୍ର):କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରେ ବାର ଘଣ୍ଟିଆ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ…

ବଡ଼ବିଲଥାନା ଅନ୍ତର୍ଗତ କାରୋନଦୀରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବଡ଼ବିଲଥାନା ଅନ୍ତର୍ଗତ କାରୋନଦୀରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚଉଦ ଚଟେଇ ହାଟ୍ଟିଂ ସ୍ଥିତ କାରୋନଦୀ ରୁ ଜୈନିକ ବ୍ୟକ୍ତିଙ୍କ ମୃତ ଦେହ…

ବେଆଇନ୍ ବାଲି ଘାଟ ଉପରେ ପ୍ରଶାସନର ଚଢ଼ାଉ ଲୋଡର୍ ମେସିନ୍ ସହ ବାଲି ଜବତ୍

ବେଆଇନ୍ ବାଲି ଘାଟ ଉପରେ ପ୍ରଶାସନର ଚଢ଼ାଉ ଲୋଡର୍ ମେସିନ୍ ସହ ବାଲି ଜବତ୍ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଅବୈଧ ବାଲି ଘାଟ ଉପରେ ପ୍ରଶାସନର ଚଢ଼ାଉ, ଲୋଡର ମେସିନ୍ ଓ ବିପୁଳ ପରିମାଣର ବାଲି ଜବତ୍, ଆସାମୀ ଫେରାର।…

ଗୋଠଛଡ଼ା ହାତୀ,ଶୁଣ୍ଢରେ ଟେକି ଫୋଫାଡିଦେଲା, ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଚିକିତ୍ସିତ

ଗୋଠଛଡ଼ା ହାତୀ,ଶୁଣ୍ଢରେ ଟେକି ଫୋଫାଡିଦେଲା, ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଚିକିତ୍ସିତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ଗୋଠ ଛଡ଼ା ହାତୀର ଉତ୍ପାତ, ଜୈନିକ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି ଫୋଫାଡି ଦେଲା। ଗୋଠଛଡ଼ା ହାତୀସହ ମୁହାଁମୁହିଁ । ଦୈଡି ପଳାଉଥିବା…

ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ, ଆରୋପୀ ଲମ୍ବୋଦର ଫେରାର୍

ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ, ଆରୋପୀ ଲମ୍ବୋଦର ଫେରାର୍ । ନାବାଳିକା ଙ୍କୁ ଦୁଷ୍କର୍ମ କରିବାକୁ ପ୍ରୟାସ ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ…

ମହଙ୍ଗା ପଡିଲା ସାଙ୍ଗମାନଙ୍କ ସହ ପିକନିକ କରିବା, ପିକନିକଯାଇ ଯୁବକ ମୃତ

ମହଙ୍ଗା ପଡିଲା ସାଙ୍ଗମାନଙ୍କ ସହ ପିକନିକ କରିବା, ପିକନିକଯାଇ ଯୁବକ ମୃତ। ମହଙ୍ଗା ପଡିଲା ସାଙ୍ଗ ମାନଙ୍କ ସହ ମିଶି ପିକନିକ୍ କରିବା। ଯାଇଥିଲେ ସାଙ୍ଗ ହୋଇ ଫେରିଲେ ମୃତହୋଇ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା…

ବଡ଼ବିଲ ମହୋତ୍ସବର ତୃତୀୟ ଦିନରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍

ବଡ଼ବିଲ ମହୋତ୍ସବର ତୃତୀୟ ଦିନରେ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତରେ ବହୁ ଆଡ଼ମ୍ବର ସହକାରେ ପାଳନ ହୋଇଚାଳିଛି ବଡ଼ବିଲ ମହୋତ୍ସବ। ଏହି ଅବସରରେ ତୃତୀୟ ଦିନରେ…

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ପୋଲିସ୍ ଗୁଳିରେ ଆହତ

ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ପୋଲିସ୍ ଗୁଳିରେ ଆହତ କେନ୍ଦୁଝର ଜିଲ୍ଲା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣାରେ ଆଉ ଜଣେ ଅପରାଧୀ ପୋଲିସ୍ ଗୁଳିରେ ଆହତ ଓ…