Category: କେନ୍ଦୁଝର

ଜଙ୍ଗଲ ସବୁକୁ ଟେକିଦେଲେ କମ୍ପାନୀ ହାତକୁ, ଜଙ୍ଗଲି ହାତୀ ପଲ ଏବେ ଗ୍ରାମାଭିମୁଖି

ଜଙ୍ଗଲ ସବୁକୁ ଟେକିଦେଲେ କମ୍ପାନୀ ହାତକୁ, ଜଙ୍ଗଲି ହାତୀ ପଲ ଏବେ ଗ୍ରାମାଭିମୁଖି।ଖଣି ଉତ୍ତୋଳନ ପାଇଁ ଜଙ୍ଗଲ ସବୁକୁ ଟେକିଦେଲେ କମ୍ପାନୀ ହାତକୁ, ଅହେତୁକ ମାତ୍ରାରେ ନଷ୍ଟ ହେଉଛି ଜଙ୍ଗଲ ଆଉ ଏବେ ଜଙ୍ଗଲି ହାତୀପଲ ଗ୍ରାମାଭିମୁଖି। ଗ୍ରାମ ଜଗଂଲରେ ବୁଲୁଛନ୍ତି…

ବୋଲେରୋ ଧକ୍କାରେ, ଦୁଇ ନା ବାଳକ ଗୁରୁତର, ସ୍କୁଲ୍ ରୁ ଫେରିବା ବାଟରେ ଦୁର୍ଘଟଣା

ବୋଲେରୋ ଧକ୍କାରେ, ଦୁଇ ନା ବାଳକ ଗୁରୁତର, ସ୍କୁଲ୍ ରୁ ଫେରିବା ବାଟରେ ଦୁର୍ଘଟଣା।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଲାଣି ଥାନା ଅନ୍ତର୍ଗତ ବଲାଣି ଟାଉନସିପ୍ ବିର୍ସା କ୍ଲବ ଠାରୁ ଅଳ୍ପ ଦୂରରେ ସ୍କୁଲରୁ ଘରକୁ ଫେରୁଥିବା ଦୁଇ ନାବାଳକଙ୍କୁ ଏକ…

ଝୁମ୍ପୁରା ପୋଲିସ କୁ ବଡ ସଫଳତା । ୯ ଚୋରା ବାଇକ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଗିରଫ କରିଛି ଝୁମ୍ପୁରା ପୋଲିସ

ଝୁମ୍ପୁରା ପୋଲିସ କୁ ବଡ ସଫଳତା । ୯ ଚୋରା ବାଇକ ଉଦ୍ଧାର କରିବା ସହିତ ୪ଜଣଙ୍କୁ ଗିରଫ କରିଛି ଝୁମ୍ପୁରା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝୁମ୍ପୁରା ଥାନା ଅଧିନ ଅର୍ଶଳା ଗ୍ରାମ ଏମଡ଼ି. ମୋହିବ (୩୯), ଏବଂ…

କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ ହୋଇଥିବା ନେଇ ସୂଚନା ଶେlଇଥିବା ବେଳେ ଘର ଭାଗିଂ ଆକ୍ରମଣ କଲା ଗେlଠଛଡା ଦନ୍ତା ଚିକିତ୍ସିତ ଅବସ୍ଥାରେ ବୣଦ୍ଧା ମୣତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର…

ଘୋର କଳୀକାଳ, ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ଘୋର କଳୀକାଳ, ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ ଦୁନିଆକୁ ଘାରିଛି ଘୋର କଳୀକାଳ, ରକ୍ତ ଚିନ୍ନହୁନି ନିଜ ରକ୍ତକୁ, ସାନ ଭାଇର ଟାଗିଂଆ ଚେlଟରେ ବଡ ଭାଇର ମୣତ୍ୟ l ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଚମ୍ପୁଆ…

ଗାଁରେ ପଶି ଗୋଠ ଛଡ଼ା ଦନ୍ତା ହାତୀର ତାଣ୍ଡବ ଲୀଳା

ଗାଁରେ ପଶି ଗୋଠ ଛଡ଼ା ଦନ୍ତା ହାତୀର ତାଣ୍ଡବ ଲୀଳା। ଚାଷୀଙ୍କ ଚିନ୍ତା ବଢାଇଲେ ହାତୀପଲ। ଚାଷୀଙ୍କ ଚିନ୍ତା ବଢାଇଲେ ହାତୀପଲ। ଗୋଠ ଛଡା ଦନ୍ତା ର ତାଣ୍ଡବ ଲୀଳା ଗାଁ ରେ ପଶି ଘଟାଇଛି ତୁମୁଳ କାଣ୍ଡ । କେନ୍ଦୁଝର…

ଚମ୍ପୁଆ ରେଞ୍ଜକୁ ଫେରିଲେ ହାତୀପଲ, ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ

ଚମ୍ପୁଆ ରେଞ୍ଜକୁ ଫେରିଲେ ହାତୀପଲ, ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ l କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ୍ କୁ ଫେରିଲେ ହାତୀପଲ ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଭୟର ବାତାବରଣ। ଏହି ହାତୀପଲ ଗତମାସ ଚମ୍ପୁଆ…

ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ଆଞ୍ଚଳିକ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ

ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ଆଞ୍ଚଳିକ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। କିନ୍ତୁ ଏହି ଖଣି କମ୍ପାନୀ କତୃପକ୍ଷଙ୍କ…

କାରକୁ ଧକ୍କା ଦେଲା ହାଇୱ।, ଚାରି ଗୁରୁତର ଅବସ୍ଥାରେ ଚିକିତ୍ସିତ

କାରକୁ ଧକ୍କା ଦେଲା ହାଇୱ।, ଚାରି ଗୁରୁତର ଅବସ୍ଥାରେ ଚିକିତ୍ସିତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ରେ ଅଜଣା ଗାଡି ଧକ୍କା ରେ ଚାରିଜଣ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର୍…

ବଡ଼ବିଲ ପୌରାଞ୍ଚଳରେ ୭୯ତମ ସ୍ଵାଧୀନତା ଦିବସ ଅତି ଆଡ଼ମ୍ବର ସହକାରେ ପାଳନ

ବଡ଼ବିଲ ପୌରାଞ୍ଚଳରେ ୭୯ତମ ସ୍ଵାଧୀନତା ଦିବସ ଅତି ଆଡ଼ମ୍ବର ସହକାରେ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ଅତି ହର୍ଷଉଲ୍ଲାସ ଓ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି ୭୯ତମ ସ୍ଵାଧୀନତା ଦିବସ।…